କୁଜଙ୍ଗ : ଆଉ ବେଶୀ ଦୂର ନୁହେଁ ଜହ୍ନର ରାଇଜ । ଏଇ ଜହ୍ନ, ଯିଏ କେବଳ ଲେଖନୀ ଆଉ କାଗଜ ପୃଷ୍ଠାରେ ସ୍ଥାନୀତ ହେଉଥିଲା । ହେଲେ ଏବେ ସେହି ଜହ୍ନରେ ରହିବାକୁ ମଣିଷ ଦୁଇ ପାଦ ଆଗକୁ ଆସିଗଲାଣି । ଜହ୍ନରେ ଜାଗା କିଣି ଭେଟି ଦେଉଛି ନିଜ ପରିବାରକୁ । ଜଗତସିଂହପୁର କୁଜଙ୍ଗ ବ୍ଲକ୍ ବଡ଼ଙ୍ଗ ଅଞ୍ଚଳର ସମାଜସେବୀ ପ୍ରବୀର ପ୍ରଧାନ । ଆମେରିକାର ଲୁନାର ସୋସାଇଟିରୁ ଜାଗା କିଣି ନିଜ ଝିଅ ଓ ପତ୍ନୀଙ୍କୁ ଦେଇଛନ୍ତି ଭେଟି । ଚନ୍ଦ୍ର ପୃଷ୍ଠରେ ଜାଗା କିଣିସାରିବା ପରେ ପ୍ରବୀରଙ୍କ ପରିବାରରେ ସମସ୍ତେ ବେଶ୍ ଖୁସି ହୋଇଛନ୍ତି । ଖାସ୍ କରି ତାଙ୍କର ଝିଅ ଓ ପତ୍ନୀ ମଧ୍ୟ ଏହି ଉପହାର ପାଇ ଆତ୍ମହରା ହୋଇପଡିଛନ୍ତି । . . .
BREAKING NEWS
- cow smuggling network:ଗୋମାଫିଆ ଘରେ ରେଡ୍; ୪ ପିସ୍ତଲ ସହ ୪ ଗିରଫ
- ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ଟ୍ରାଫିକ କଟକଣା; ଜାଣନ୍ତୁ କେଉଁ ପଟେ ଯିବେ…
- କାଲି ବନ୍ଦ ରହିବ ଯାଜପୁରର ସମସ୍ତ ସ୍କୁଲ, ଜାଣନ୍ତୁ କାହିଁକି…
- Epstein Files: ଏପଷ୍ଟିନ୍ ଫାଇଲ୍ସର ବିସ୍ଫୋରଣ, ଫସିବେ କି ଦୁନିଆର ହାଇପ୍ରୋଫାଇଲ ନେତା?
- ବଲୁଚିସ୍ତାନରେ ରକ୍ତର ହୋଲି; ଥରୁଛି ପାକିସ୍ତାନ, ଧ୍ୱସ୍ତ ହେଲା ସେନା!
- Mission Shakti ନୂଆ ରୂପ ପାଇବ ମିଶନ ଶକ୍ତି; ବଦଳିବ ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍
- Lok Sabha adjourned: ଆରମ୍ଭରୁ ହଙ୍ଗାମା…ରାହୁଲ ଗାନ୍ଧୀ ଏବଂ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରେ ଲୋକସଭା ପୁଣି ମୁଲତବୀ
- Weather Update: ରାଜ୍ୟରେ ୬ ତାରିଖ ଯାଏଁ କଲବଲ କରିବ ଘନ କୁହୁଡ଼ି, ଏସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ
- ୬ କୋଟିର ଠକେଇ ମାମଲାରେ ସାଇବର ଠକ ଗିରଫ
- Ruckus in Lok Sabha: ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଚର୍ଚ୍ଚା ଭିତରେ ସଂସଦରେ ହଙ୍ଗାମା, ଏମିତି କି ବହି ଦେଖାଇଲେ ରାହୁଲ…ରାଗିଗଲେ ଗୃହମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ
Comments are closed.