Latest Odisha News

BREAKING NEWS

Browsing Category

ଜଗତସିଂହପୁର

Jagatsinghpur

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ବାଲିଯାତ୍ରାରେ ନାବାଳକଙ୍କ ମୃତ୍ୟୁ ଘଟଣା: ପରିବାର ଲୋକଙ୍କୁ ମିଳିବ କ୍ଷତିପୂରଣ

କଟକ : ଐତିହାସିକ କଟକ ବାଲିଯାତ୍ରାରେ ଗତକାଲି ବିଦ୍ୟୁତ୍‌ ଆଘାତରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତସିଂହପୁର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ ବିଶ୍ୱପ୍ରକାଶ ମନ୍ଥନ(୧୮)।  ରିଙ୍ଗ ରୋଡର ଦୁଇ ରାସ୍ତା ମଝିରେ ଥିବା ବାଡ଼ରେ ସଜାଯାଇଥିବା ଲିଚୁ ଲାଇଟ ତାର ସଂସ୍ପର୍ଶରେ…

ତିରୁପତି ପ୍ରଭାବ: ଶ୍ରୀମନ୍ଦିର ପରେ ଏବେ ଶାରଳା ମନ୍ଦିର

ଜଗତସିଂହପୁର: ତିରୁପତି ତିରୁମାଲା ଭେଙ୍କଟାଶ୍ବର ବାଲାଜୀ ମନ୍ଦିର ପ୍ରସାଦରେ ଅଶୁଦ୍ଧ ଘିଅର ବ୍ୟବହାର ହେଉଥିବା ଅଭିଯୋଗ ଆସିବା ପରେ ଏବେ ଦେଶରେ ହଟଚମଟ ସୃଷ୍ଟି ହୋଇଛି । ସବୁ ମନ୍ଦିର ପ୍ରଶାସନଙ୍କ ମନରେ ପଶିଛି ଛନକା । ତନତନ କରି ସବୁ ଘିଅ ଓ ପ୍ରସାଦରେ ବ୍ୟବହୃତ ସାମଗ୍ରୀକୁ ଯାଞ୍ଚ…

ଲାଞ୍ଚ ନେଇ ବନ୍ଧାହେଲେ ଆରଆଇ ବାବୁ

ଜଗତସିଂହପୁର: ଲାଞ୍ଚ ନେଇ ବନ୍ଧାହେଲେ ଜଗତସିଂହପୁର ବାଲିକୁଦା ତହସିଲର ମଲ୍ଲିକାପୁର ରାଜସ୍ବ ନିରୀକ୍ଷକ(ଆରଆଇ) ବିଭୁଦତ୍ତ ସାହୁ। ଜମି ପଟା ମିଉଟେଶନ କରେଇଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବିଭୁଦତ୍ତ ସାହୁଙ୍କୁ ମାଡିବସିଥିଲା ଜଗତସିଂହପୁର ଭିଜିଲାନ୍ସ ଟିମ୍ । ସୂଚନା…

‘ନେତୃତ୍ବ କଏଦ୍,ରିମୋଟ୍ ରେ ଚାଲୁଛି ସରକାର’

ପାରାଦୀପ :‘ନେତୃତ୍ବ କଏଦ୍,ରିମୋଟ୍ ରେ ଚାଲୁଛି ସରକାର’। ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଛନ୍ତି । କିଛି ଏମିତି କହି ପାରାଦୀପ କୁଜଙ୍ଗ ସଭାରେ ବିଜେଡି ସରକାର ଉପରେ ସିଧା ହମଲା କରିଛନ୍ତି  ସ୍ମୃତି ଈରାନୀ । ଆଜି ଓଡ଼ିଶା ଗସ୍ତରେ ପ୍ରଚାର ପାଇଁ ଆସିଛନ୍ତି କେନ୍ଦ୍ରିୟ ମନ୍ତ୍ରୀ…

ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଜଗତସିଂହପୁର : ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ବୁଧବାର ଖରାବେଳେ ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ଜଣେ ଦଶମ ଶ୍ରେଣୀ ଛାତ୍ର ନଦୀରେ ପଡ଼ି ଯାଇ ନିଖୋଜ ଅଛନ୍ତି। ସେ ଦିବାକର ମାନସିଂହଙ୍କ ପୁଅ ତ୍ରିଲୋଚନ । ଚଳିତ ବର୍ଷ  ଦଶମ ପରୀକ୍ଷା ଦେଇଛନ୍ତି ।…

ଆଜିଠାରୁ ୬୧ ଦିନ ଯାଏଁ ମାଛଧରା ବନ୍ଦ

ପାରାଦ୍ଵୀପ: ଆଜିଠୁ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ଉପରେ ରୋକ ଲଗାଇଛନ୍ତି ସରକାର । ମାଛ ବଂଶ ବୃଦ୍ଧି ପାଇଁ ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ ପକ୍ଷରୁ ଏହି ସର୍କୁଲାର ଜାରି କରାଯାଇଛି। ଏହି କଟକଣା ପରେ ରାଜ୍ୟର ସବୁ ମାଛଧରା ବନ୍ଦର ବନ୍ଦ…

ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜଗତସିଂହପୁର/ନୂଆପଡା : ୭୫ତମ ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଦେଶ ତଥା ରାଜ୍ୟର କୋଣ ଅନୁକୋଣ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ । ଜଗତସିଂହପୁର ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ପାଳିତ  ହୋଇଯାଇଛି…

ପାରାଦ୍ଵୀପ ଠାରେ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନା ପାଇଁ ଜନ ଶୁଣାଣି

ପାରାଦ୍ଵୀପ: ଜଗତସିଂହପୁର  ଜିଲ୍ଲାର ପାରାଦ୍ଵୀପସ୍ଥିତ ନୂଆଗଡ ଗ୍ରାମରେ ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ର ପ୍ରସ୍ତାବିତ ବାର୍ଷିକ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନା ପାଇଁ ଜନ ଶୁଣାଣି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର …

ନବବର୍ଷ ୨୦୨୪: ଜଗତସିଂହପୁରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଜଗତସିଂହପୁର: ସରିଯାଇଛି ପୁରୁଣା ବର୍ଷ ୨୦୨୩ । ପୁଣି କିଛି ନୂଆ ଆଶା ନୂଆ ଉଦ୍ଧିପନା ନେଇ ପାଦ ଥାପିଛି ନବବର୍ଷ ୨୦୨୪ । ଇଂରାଜୀ ନବବର୍ଷ ୨୦୨୪ର ସ୍ଵାଗତ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଝଙ୍କଡ଼ ବାସିନୀ ମା'ଶାରଳାଙ୍କ ପୀଠ ଏବଂ ଜିଲ୍ଲାର ପ୍ରସିଦ୍ଧ ବିଭୂତି କ୍ଷେତ୍ର…