ପୁରୀ: ପୁରୀ ସହରରେ ଦାଦା ବଟି ଅଭିଯୋଗ । ଏହି ଘଟଣା ନେଇ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପୁରୀ ସହରର ରବି ନାରାୟଣ ଆପଟ , କାନୁ ମହାପାତ୍ର , ଚୈତନ୍ୟ ପୃଷ୍ଟି , ସତ୍ୟ ରଂଜନ ପଣ୍ଡା ।
ଅଭିଯୁକ୍ତ ମାନେ ମରିଚିକୋଟ ଛକରେ ଥିବା ଅଭିରାମ ପରମହଂସ ଆଶ୍ରମକୁ ଯାଇ ସେଠାରେ ୩୦ ହଜାର ଟଙ୍କା ଦାଦା ବଟି ମାଗି ଥିଲେ। ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏ ନେଇ ଟାଉନ ଥାନା ରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୩୦ ହଜାର ଟଙ୍କା ଜବତ କରାଯାଇଛି ।
BREAKING NEWS
- Ethanol to Replace LPG: ପାଣିରେ ଚାଲିବ ଏହି ଷ୍ଟୋଭ୍!
- TET ପାସ୍ ନ କଲେ ଚାକିରିରେ ପଡ଼ିପାରେ ପ୍ରଭାବ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ
- ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଦୁର୍ଘଟଣା ଆଳରେ ହତ୍ୟାକାଣ୍ଡ!
- ଜୁନ୍ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ
- Public Grievance Hearing: ଆସନ୍ତା ୧ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି;ଏହି ଅଭିଯୋଗକାରୀଙ୍କୁ ଅଗ୍ରାଧିକାର…
- LPG reserves: ତେଲ କମ୍ପାନୀମାନଙ୍କୁ ସଜାଗ କଲେ ସରକାର, ‘୩୦ ଦିନ ପର୍ଯ୍ୟନ୍ତ ଷ୍ଟକରେ ରଖ LPG…’
- Heartbroken Vaibhav Sooryavanshi: ଭୋ ଭୋ କାନ୍ଦିଲେ ବୈଭବ, ସହିପାରିଲେନି ହାର
- ବୈଭବ ସୂର୍ଯ୍ୟବଂଶୀଙ୍କ ଖୁବ୍ ପ୍ରଶଂସା କଲେ ଅମିତାଭ ବଚ୍ଚନ, କହିଲେ…
- ଅପରେସନ ସିନ୍ଦୂର ଦେଖାଇଥିଲା ଭାରତ ସହ ଲାଗିଲେ କଣ ହୁଏ: ଆର୍ମି ଚିଫ୍
- US War Secretary praised India’s military: ଶକ୍ତିଶାଳୀ ହେଉଛି ଭାରତୀୟ ସେନା, ପ୍ରଶଂସାରେ ପୋତିଲେ ଆମେରିକାର ପ୍ରତିରକ୍ଷା ସଚିବ
Comments are closed.