Latest Odisha News

BREAKING NEWS

‘ପବିତ୍ର ରିସ୍ତା ସିଜିନ ୨’ରେ ମାନବ ଭୂମିକାରେ ନଜର ଆସିବେ ଶାହିର୍‌!

ନୂଆଦିଲ୍ଲୀ: ଖବର ଅନୁଯାୟୀ ଖୁବ୍‌ ଶୀଘ୍ର ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମର ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତାର’ ସିଜିନ ୨ ଆରମ୍ଭ ହେବାକୁ ଯାଉଛି। ତେବେ ଏହାର ମୁଖ୍ୟ ଚରିତ୍ରକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ପବିତ୍ର ରିସ୍ତା ପ୍ରଥମ ସିଜିନରେ ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତାଙ୍କ କେମିଷ୍ଟ୍ରି ଆଜି ବି ଲୋକଙ୍କ ମନରେ ତାଜା ରହିଛି। ତେବେ ସିଜିନ ୨ରେ ମାନବଙ୍କ ଚରିତ୍ର ପାଇଁ ଶାହିର୍‌ ଶେଖଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ତାଙ୍କ ବିପକ୍ଷର ନାୟିକା ଅର୍ଚ୍ଚନାଙ୍କ ଚିରିତ୍ରରେ ପୁଣି ଥରେ ଅଙ୍କିତା ଆସିବେ କି ଆଉ କିଏ ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ।

Comments are closed.