Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ମାମଲା; ନାଗିନ୍‌ ଆକ୍ଟର ପର୍ଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିନେତା ପର୍ଲ ଭୀ ପୁରୀଙ୍କୁ ମିଳିଲା ଜାମିନ। ଆଜି ଭାସାଇ କୋର୍ଟ ଦ୍ୱାରା ପର୍ଲଙ୍କୁ ଜାମିନ ପ୍ରଦାନ କରାଯାଇଛି। ପର୍ଲ ୧୧ ଦିନ ପାଇଁ ନ୍ୟାୟିକ ହେପାଜତରେ ଥିଲେ।

ମୁମ୍ବାଇର ଭସାଇର ୱାଲିଭ ପୋଲିସ ପର୍ଲଙ୍କ ସମେତ ୬ ଜଣଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିଛି। ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ପଚରାଉଚରା କରୁଛି।

Comments are closed.