Latest Odisha News

BREAKING NEWS

ପଞ୍ଜାବରେ ପ୍ରଥମ ଗ୍ରୀନ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ

ଜଳନ୍ଧର: ପଞ୍ଜାବରେ ପ୍ରଥମ ‘ଗ୍ରୀନ୍‌’ ଫଙ୍ଗସ୍‌ ରୋଗୀ ଚିହ୍ନଟ। ପଞ୍ଜାବରେ ଏପିଡେମୋଲୋଜିଷ୍ଟ ଡକ୍ଟର ପରମବୀର ସିଂ କହିଛନ୍ତି ଯେ ରବିବାର ଦିନ ପଞ୍ଜାବର ଜଲନ୍ଧରରେ ‘ଗ୍ରୀନ୍‌’ ଫଙ୍ଗସର ପ୍ରଥମ ମାମଲା ରିପୋର୍ଟ ହୋଇଛି।

ସିଂ କହିଛନ୍ତି ଯେ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ଗ୍ରୀନ୍‌ ଫଙ୍ଗସ୍‌ରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଗ୍ରୀନ୍‌ ଫଙ୍ଗସ୍‌ ଆକ୍ରାନ୍ତଙ୍କ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା କହିଛନ୍ତି ହସ୍ପିଟାଲ୍‌ କର୍ତ୍ତୁପକ୍ଷ।

Comments are closed.