ଭୁବନେଶ୍ବର : ଲକ୍ଡାଉନ୍ ଯୋଗୁ ବନ୍ଦ ରହିଲା ନୂଆ ପରିବହନ ଆଇନ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟରେ ଲକଡାଉନ୍ କଟକଣା ଜାରି ରହିଥିବାରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହି ନୂଆ ପରିବହନ ଆଇନ ଲାଗୁ ହେବନି ବୋଲି ମନ୍ତ୍ରୀ କହିଛନ୍ତି । ଫଳରେ ବର୍ତ୍ତମାନ ପାଇଁ କୋହଳ ରହିବ ପରିବହନ ଆଇନ । ଜୁଲାଇ ୧ ତରିଖ ପରେ ରାଜ୍ୟ ସରକାର ଲକଡାଉନ ନେଇ ଯାହା ନିଷ୍ପତ୍ତି ନେବେ, ସେହି ଅନୁସାରେ ପରିବହନ ବିଭାଗ ନିଷ୍ପତ୍ତି ନେବ ବୋଲି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
BREAKING NEWS
- ପୁରୀରେ ମୋଦୀଙ୍କ ମେଗା ରୋଡ ଶୋ’; ମୁତୟନ ହେବେ ୬୩ ପ୍ଲାଟୁନ ଫୋର୍ସ
- ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ, କେନ୍ଦୁଝରରେ ଆଦିବାସୀ ଭୋଟରଙ୍କୁ ପାଣ୍ଡିଆନଙ୍କ ଭୋଟ ଅପିଲ
- ରାସାୟନିକ ଉପାୟରେ ପାଚିଥିବା ଫଳ ଶରୀର ପାଇଁ କାଳ
- ଗମ୍ଭୀର ହେବେ କି ଟିମ ଇଣ୍ଡିଆର ନୂଆ କୋଚ
- ପିଓକେକୁ ନେଇ ଜୟଶଙ୍କରଙ୍କ ବୟାନ, କହିଲେ ସଠିକ୍ ସମୟ ଆସିଲେ ନିଆଯିବ ନିଷ୍ପତ୍ତି
- କେଜ୍ରିଓ୍ବାଲଙ୍କ ବିରୋଧ ପ୍ରଦର୍ଶନ ପାଇଁ ସଜାଗ ଦିଲ୍ଲୀ ପୋଲିସ, ବିଜେପି ପାର୍ଟି ଅଫିସରେ ସୁରକ୍ଷା କଡାକଡି
- ପୁଣି ଓଡ଼ିଶା ଆସି ଗର୍ଜିବେ ରାହୁଲ ଓ ମଲ୍ଲିକାର୍ଜୁନ ଖଡ୍ଗେ
- ‘ବାତ୍ୟା ପାଇଁ କୌଣସି ପୂର୍ବାନୁମାନ କରାଯାଇ ନଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ’
- କୋହଲି, ଅନୁଷ୍କାଙ୍କ ଆଖି ଛଳ ଛଳ ହୋଇଗଲା
- ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ