Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ଏହି ହିଟ୍‌ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ନୁପୁର ସାନନ୍‌ଙ୍କ ହିଟ୍‌ ମ୍ୟୁଜିକ୍‌ ଭିଡିଓ ଫିଲ୍‌ହାଲ୍‌ର ଦ୍ବିତୀୟ ଭାଗ ଫିଲ୍‌ହାଲ୍‌-୨ ଖୁବ୍‌ ଶୀଘ୍ର ଆସୁଛି।

ଏ ନେଇ ଅକ୍ଷୟ କୁମାର ମ୍ୟୁଜିକ୍‌ ଭିଡିଓର ଟିଜର୍‌ ରିଲିଜ ଡେଟ୍‌ ଘୋଷଣା କରିବା ସହିତ ଗୀତର ପ୍ରଥମ ଲୁକ୍‌ ମଧ୍ୟ ସେୟାର୍‌ କରିଛନ୍ତି। ଜୁନ୍‌ ୩୦ରେ ଏହାର ଟିଜର ମୁକ୍ତିଲାଭ କରିବ।

Leave A Reply

Your email address will not be published.