ନୂଆଦିଲ୍ଲୀ: ସେଣ୍ଟର କୋଭିଡ-୧୯ ୱାର୍କିଙ୍ଗ୍ ଗ୍ରୁପ୍ର ମୁଖ୍ୟ ଡ. ଏନ.କେ ଅରୋରା ରବିବାର କହିଛନ୍ତି ଯେ କରୋନା ଭାଇରସର ତୃତୀୟ ତରଙ୍ଗ ବିଳମ୍ବରେ ଆସିବାର ସମ୍ଭାବନା ରହିଛି। ଡକ୍ଟର ଆରୋରା କହିଛନ୍ତି ଯେ ଆଇସିଏମଆର ଏକ ଅଧ୍ୟୟନ ଅନୁଯାୟୀ ତୃତୀୟ ତରଙ୍ଗ ଦେଶରେ ବିଳମ୍ବରେ ଆସିବ।
କେନ୍ଦ୍ରୀୟ ପ୍ୟାନେଲର ଅଧ୍ୟକ୍ଷ କହିଛନ୍ତି ଯେ ଦେଶରେ ସମସ୍ତଙ୍କୁ ୬ରୁ ୮ ମାସ ମଧ୍ୟରେ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
Comments are closed.