Latest Odisha News

BREAKING NEWS

ଦେଖନ୍ତୁ: ଚଳନ୍ତା ବସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ

ବାଙ୍ଗିରିପୋଷି: ମୟୁରଭଞ୍ଜ ଜିଲା ବାଙ୍ଗରିପୋଷି ଘାଟିରେ ଆଜି ଚଳନ୍ତା ବସରେ ନିଆଁ ଲାଗିଯାଇଛି। ଏଥିରେ କାହାରି କ୍ଷତି ହୋଇନଥିବା ଜଣାପଡିଛି। ବଙ୍ଗରିପୋଷି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି।

ମିଳିଥିବା ସୂଚାନୁଯାୟୀ,କରଞ୍ଜିଆ ଅଞ୍ଚଳରୁ ବେତନଟୀକୁ ୫୦ରୁ ଅଧିକ ଲୋକେ ଏହି ବସରେ ଆସୁଥିଲେ । ବାଙ୍ଗିରିପୋଷି ଘାଟିରେ ମା’ ଦ୍ୱାରସୁଣି ମନ୍ଦିରରେ ପୂଜା କରିବା ପାଇଁ ବସ ଅଟକି ଥିବା ବେଳେ ନିଆଁ ଲାଗି ଥିବା ଜଣାପଡିଛି। ବସରେ ଥିବା ସମସ୍ତ ଜିନିଷ ପୋଡି ଯାଇଛି ।

Leave A Reply

Your email address will not be published.