ଭୁବନେଶ୍ବର : ଏଣିକି ୧୦୨ ନୁହେଁ, କେବଳ ୧୦୮ । ଗର୍ଭବତୀ ଓ ଛୋଟ ଶିଶୁଙ୍କ ଆମ୍ବୁଲାନ୍ସ ପାଇଁ ଏଣିକି କେବଳ ଡାଏଲ କରିବାକୁ ହେବ ୧୦୮ । ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି । ଫଳରେ ଏଣିକି ଗର୍ଭବତୀ ଓ ଶିଶୁଙ୍କ ପାଇଁ ୧୦୮ ନମ୍ବରକୁ କଲ କଲେ ମିଳିବ ଆମ୍ବୁଲାନ୍ସ ସେବା । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ପ୍ରକଳ୍ପ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ । ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଥିବା ୧୦୨ ଆମ୍ବୁଲାନ୍ସ ସେବା ଓ ଏହାର କଲ୍ ସେଣ୍ଟରକୁ ୧୦୮ ସହ ମିଶ୍ରଣ କରାଯାଇଛି ।
BREAKING NEWS
- ଡିଆରଡିଓ ଏବଂ ଆଇଏଏଫ୍ ପକ୍ଷରୁ ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
- CBSEର ନୂଆ ଅଧ୍ୟକ୍ଷ ପ୍ରଶାନ୍ତ ଲୋଖଣ୍ଡେ ସୀତାରାମ
- ଏସଟି, ଏସସି, ଏସିବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ
- କାଶିରା ଗ୍ରାମରେ ଜେଏସଡବ୍ଲୁ ଷ୍ଟିଲ୍ ପକ୍ଷରୁ ସଫେଇ ଅଭିଯାନ
- ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ
- ହାର୍ଦ୍ଦିକ, ରୋହିତଙ୍କୁ ଫିଟନେସ ଟେଷ୍ଟ ପ୍ରମାଣିତ କରିବାକୁ କହିଲା ବିସିସିଆଇ
- ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ଭାରତୀୟ କ୍ୟାମ୍ପରେ ସାମିଲ ହେଲେ ଆକ୍ୱିବ ନବୀ
- ସାଇରାଜ ବାହୁଟୁଲେ ଭାରତୀୟ କ୍ରିକେଟ୍ ଦଳର ନୂଆ ସ୍ପିନ୍ ପ୍ରଶିକ୍ଷକ
- ଭାରତରେ ଶିଶୁ ମୃତ୍ୟୁ ହାରରେ ସୁଧାର, ଏବେବି ଏହି ରାଜ୍ୟ ସବୁଠାରୁ ଚିନ୍ତାଜନକ ସ୍ଥିତିରେ ରହିଛି
- CBSE ମାମଲାରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ବିଦା କଲେ
Comments are closed.