ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ଦେଖିବାକୁ ମିଳିଲା ମାଓ ତାଣ୍ଡବ। ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଆମଦାଇ ଖଣି ନିକଟ ପ୍ଲାଣ୍ଟରେ ନିୟୋଜିତ ଥିବା ଚାରଟି ଗାଡିକୁ ପୋଡିବା ସହ ଆଇଡି ମଧ୍ୟ ବ୍ଲାଷ୍ଟ କରିଛନ୍ତି ଏଥିରେ ନିକୋପ୍ଲାଣ୍ଟର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ କର୍ମଚାରୀ ନିଖୋଜ ଅଛନ୍ତି। ଖବର ପାଇ ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଥିବା ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ମାଓବାଦୀ ମାନେ ବର୍ତ୍ତମାନ ସୁଦ୍ଧା ୬ ଟି ଗାଡି ପୋଡିଥିବା ସୂଚନା ମିଳିଛି।
BREAKING NEWS
- ବାରିପଦାରୁ ୧.୫ କୋଟି ବର୍ଷ ତଳର ଜୀବାଶ୍ମ ଠାବ
- ହିଟୱେଭ ପାଇଁ ଖୋର୍ଦ୍ଧାରେ ସକାଳୁଆ ସ୍କୁଲ, ପୁରୀରେ ବଢିଲା ଛୁଟି ଅବଧି
- କିପରି ଶେଷ ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧ, କିଏ କରିଥିଲା ଚୁକ୍ତି?
- G7 ରେ ସାମିଲ ଦେଶଗୁଡିକ କ’ଣ ଲାଭ ପାଆନ୍ତି, ଭାରତର ପ୍ରବେଶ ଦେଶ ଉପରେ କ’ଣ ପ୍ରଭାବ ପକାଇବ?
- Brahmani River: ବ୍ରାହ୍ମଣୀରେ ନାହିଁ ପାଣି; କଲୋନୀକୁ ଜଳଯୋଗାଣ ଠପ୍, କଷ୍ଟରେ ୧ ଲକ୍ଷ ୧୫ ହଜାର ପାଇପ୍ ସଂଯୋଗଧାରୀ
- Ravi Kishan: “ଯେଉଁମାନେ ଆତ୍ମହତ୍ୟା କରନ୍ତି, ଭୂତ, ପିଶାଚ ପରି ଘୂରି ବୁଲନ୍ତି”, ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ନେଇ କିଛି ଏପରି କହିଦେଲେ ସାଂସଦ, ଭିଡିଓ ଭାଇରାଲ
- Hormuz Reopen: ରନ୍ଧନ ଗ୍ୟାସ୍ ଏବଂ ପେଟ୍ରୋଲ ରେଟ୍… ହର୍ମୁଜ୍ ଖୋଲିବା ପରେ ଆପଣଙ୍କ ପକେଟ୍ ଉପରେ କିପରି ପଡିବ ପ୍ରଭାବ?
- ଆମେରିକାରେ ଭାରତୀୟ ଆଇଟି ପ୍ରଫେସନାଲ୍ଙ୍କୁ ବ୍ଲାକମେଲ୍ !
- ଉଦ୍ଧବଙ୍କ ଦଳ ବିଭାଜନ ସ୍ପଷ୍ଟ: ବୈଠକରେ ଯୋଗଦେଇଥିଲେ ମାତ୍ର ୩ ସାଂସଦ
- ଚାମେଲି ବିବାଦ ମାମଲା: ଶେଷରେ ମୁହଁ ଖୋଲିଲେ ବିଡିଓ ଓ ବିଧାୟକ

Comments are closed.