ମୁମ୍ବାଇ: ୮୦/୯୦ ଦଶକରେ ମନୋରଞ୍ଜନ ମାଧ୍ୟମରେ ଭାରତୀୟ ହିନ୍ଦୀ ଫିଲ୍ମରେ ଭୂତ ଓ ଭୟଙ୍କରର ବାତାବରଣ ଖେଳାଇଥିବା ରାମସେ ପରିବାରର କୁମାର ରାମେସଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ୨୦୧୯ରେ ଶ୍ୟାମ ରାମସେଙ୍କ ଦେହାନ୍ତ ହୋଇଥିଲା । ଶ୍ୟାମଙ୍କ ସାତ ଭାଇଥିଲେ । ସେମାନେ ହେଲେ କୁମାର ରାମସେ, କେଶୁ ରାମସେ, ତୁଲସୀ ରାମସେ, କରନ ରାମସେ, ଶ୍ୟାମ ରାମସେ, ଗଙ୍ଗୁ ରାମସେ ଓ ଅର୍ଜୁନ ରାମସେ । ସମସ୍ତ ଭାଇମାନେ ଏକତ୍ର ହୋଇ ରାମସେ ବ୍ୟାନର ତିଆରି କରିଥିଲେ । ଭାଇମାନେ ଫିଲ୍ମ ତିଆରି ପାଇଁ ଆବଶ୍ୟକ ଜ୍ଞାନକୌଶଳ ଶିକ୍ଷା ଲାଭ କରିଥିଲେ ।
ଯେଉଁ ସମୟରେ ରୋମାନ୍ସ ଫିଲ୍ମର ଯୁଗ ଚାଲିଥିଲା ସେ ସମୟରେ ବିଭିନ୍ନ ଧରଣର ଭୂତ ଫିଲ୍ମ କରି ସେମାନେ ଚର୍ଚ୍ଚାକୁ ଆସିଥିଲେ । ବିଭିନ୍ନ ମହଲରୁ କୁମାରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଛି । ଦୋ ଗଜ ଜମୀନ କେ ନୀଚ୍ଚେ, ଅନ୍ଧେରା, ଦରୱାଜା, ହୋଟେଲ ଓ ଡାକବଙ୍ଗଳା ଭଳି ଫିଲ୍ମ ତିଆରି କରିଥିଲେ ।
BREAKING NEWS
- ୧୧୨କୁ ଫୋନ କରନ୍ତୁ ଓଡ଼ିଶା ଅଗ୍ନିଶମ ବିଭାଗର ସେବା ନିଅନ୍ତୁ: ଅଗ୍ନିଶମ ଡିଜି
- ବଜେଟ୍ ୨୦୨୬ ଉପସ୍ଥପାନ ପୂର୍ବରୁ କାର୍ତ୍ତବ୍ୟ ଭବନରେ ପହଞ୍ଚିଲେ ନିର୍ମଳା ସୀତାରମଣ
- ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କଲେ ସ୍ୱର୍ଗତ IAS ସୁବାଷ ପାଣିଙ୍କ ଧର୍ମପତ୍ନୀ
- LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
- ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା
- Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର
- CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍
- Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
Comments are closed.