Latest Odisha News

BREAKING NEWS

ଦୀପିକାଙ୍କ ଅଭିଯାନ ଶେଷ, ହାତଛଡା ହେଲା ଆଉ ଏକ ପଦକ

ଟୋକିଓ: ଭାରତର ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି । ଫଳରେ ଭାରତର ଆଉ ଏକ ପଦକ ହାତଛଡା ହୋଇଛି । ଦକ୍ଷିଣ କୋରିଆର ଏନ ସେନ ୦-୬ରେ ଦୀପିକାଙ୍କୁ ପରାସ୍ତ କରିଛନ୍ତି ।

ଟପ ସିଡ ଏନସେନ ମ୍ୟାଚରେ ଦୀପିକାଙ୍କୁ ପ୍ରତ୍ୟାବର୍ତନ କରିବାରେ କୌଣସି ସୁଯୋଗ ଦେଇ ନ ଥିଲେ । ୩ଟି ଯାକ ସେଟରେ ସେ ୩୦-୨୭, ୨୬-୨୪, ୨୬-୨୪ରେ ସହଜ ବିଜୟ ହାସଲ କରିଥିଲେ । ପ୍ରି-କ୍ୱାର୍ଟରରେ ଦୀପିକା ଚମତ୍କାର ପ୍ରଦର୍ଶନ କରି ଶୁଟଆଉଟରେ ରୁଷିଆର ସେନିୟା ପେରୋଭାଙ୍କୁ ହରାଇଥିଲେ ।

Leave A Reply

Your email address will not be published.