Latest Odisha News

BREAKING NEWS

ଏକତାଙ୍କ ମୁଭିରେ କାର୍ତ୍ତିକ୍‌ଙ୍କ ରାଜ୍‌

ମୁମ୍ବାଇ: ଏକତା କପୁରଙ୍କ ଆଗାମୀ ଫିଲ୍ମ ଫ୍ରେଡିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ କାର୍ତ୍ତିକ୍‌ ଆର୍ଯ୍ୟନ। କାର୍ତ୍ତିକ୍‌ ତାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ ଅଛନ୍ତି। ଏକତା କପୁର ଏବଂ ଜୟ ଶେୱାକ୍ରମଣିଙ୍କ ଦ୍ୱାରା ନିର୍ମିତ ଏହି ରୋମାଣ୍ଟିକ ଥ୍ରୀଲର ମୁଭିର ନିର୍ଦ୍ଦେଶନା ଦେବେ ଶଶାଙ୍କ ଘୋଷ। ଆସନ୍ତାକାଲିଠୁ ଫିଲ୍ମର ସୁଟିଂ ଆରମ୍ଭ ହେବ।

BjdElectrycity

ନିକଟରେ କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କର ନୂତନ ଚଳଚ୍ଚିତ୍ର କ୍ୟାପଟେନ୍ ଇଣ୍ଡିଆର ପ୍ରଥମ ଲୁକ୍ ସେୟାର କରିଥିଲେ। ତେବେ କାର୍ତ୍ତିକଙ୍‌କୁ ତାଙ୍କ ଆଗାମୀ ମୁଭିରେ ଏକ ନୂଆ ଅବତାର ଦେଖିବାକୁ ମିଳିବ। ଯାହାକୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି।

Leave A Reply

Your email address will not be published.