Latest Odisha News

BREAKING NEWS

[ଭିଡିଓ] ମହଙ୍ଗା ପଡିଲା ସୋସିଆଲ ମିଡିଆ ମସ୍ତି

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଟସନ୍ ଦେଖାଇବା ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ଉତ୍ତରପ୍ରଦେଶ ଆଗ୍ରା ଅଂଚଳର ମହିଳା ପୋଲିସ କନେଷ୍ଟବଳ ପ୍ରିୟଙ୍କା ମିଶ୍ରା । ଖାକି ପୋଷାକ ପିନ୍ଧି ରଭଲଭର ଧରି ପ୍ରସ୍ତୁତ କରିଥିଲେ ଏକ ସର୍ଟ ଭିଡିଓ । ତେବେ ଭିଡିଓଟିକୁ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ଏହି ଘଟଣା ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.