Latest Odisha News

BREAKING NEWS

Browsing Tag

viral alert

[ଭିଡିଓ] କିଛି ଏପରି ଚାଲିଛି ଶିକ୍ଷାଦାନ: ଶୋଇଛନ୍ତି ଶିକ୍ଷୟତ୍ରୀ, ବିଂଚୁଛନ୍ତି ଛାତ୍ରୀ

ଭୁବନେଶ୍ୱର: ସମଗ୍ର ଦେଶରେ ଶିକ୍ଷାଦାନ ଉପରେ ଦିଆଯାଉଛି ବିଶେଷ ଗୁରୁତ୍ୱ । ତଥାପି ପ୍ରତିଦିନ ସାମ୍ନାକୁ ଆସୁଛି ଅଭାବନୀୟ ଖବର ତଥା ଦୃଶ୍ୟ । ଏକ ପ୍ରାଥମିକ ସ୍କୁଲରୁ ଆସିଥିବା ଏହି ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ । ମୋବାଇଲରେ କଏଦ ହୋଇଥିବା ଏହି ଭିଡିଓ ହିଁ ଶିକ୍ଷାଦାନ କ୍ଷେତ୍ରର ବାସ୍ତବ…

[ଦେଖନ୍ତୁ ଭିଡିଓ] ଭାଇରାଲ୍ ହେଉଛି ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ରୋବୋଟ୍

ଭୁବନେଶ୍ୱର: ଅତ୍ୟାଧୁନିକ ଟେକ୍ନୋଲଜି ଜରିଆରେ ଆଜିକାଲି କିଛି ବି ସମ୍ଭବ ହୋଇପାରୁଛି । କରୋନା ମହାମାରୀର ଆଗମନ ହେଉ ଅବା ଚନ୍ଦ୍ରର ଚକ୍କର କାଟିବା । ବୈଜ୍ଞାନିକମାନେ ଦିନରାତି ପରିଶ୍ରମ କରି ନୂଆନୂଆ ଉଦ୍ଭାବନ ସାମ୍ନାକୁ ଆଣିପାରୁଛନ୍ତି । ଏହି ଧାରାରେ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ଏହି…

[ଦେଖନ୍ତୁ ଭିଡିଓ] ଆତ୍ମହତ୍ୟା ପନ୍ଥା ବାଛିଥିଲେ ଯୁବତୀ, ଦେବଦୂତ ସାଜିଲେ ସିଆଇଏସ୍‌ଏଫ୍ କର୍ମୀ

ଭୁବନେଶ୍ୱର: ଆଜି ସକାଳୁସକାଳୁ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏପରିକି ଆଂଶିକ ସଫଳ ମଧ୍ୟ ହୋଇଥିଲେ । ହେଲେ ବୋଧ ହୁଏ ସେହି ଯୁବତୀଙ୍କ ପାଇଁ ଦଇବ କିଛି ଭିନ୍ନ ଚିନ୍ତା କରିଥିଲା । ଯୁବତୀ ଜଣକ ଛାତରୁ ଡେଇଁଥିଲେ ସତ ହେଲେ ଜଣେ ସିଆଇଏସ୍‌ଏଫ୍ କର୍ମୀଙ୍କ ଉପସ୍ଥିତି ବୁଦ୍ଧି…

[ଦେଖନ୍ତୁ ଭିଡିଓ] ପାକିସ୍ତାନ ଅଧିକୃତ ପଂଜାବ ବିଧାନସଭାରେ ମହିଳା ସଦସ୍ୟଙ୍କ ମାରପିଟ୍

ଭୁବନେଶ୍ୱର: ପାକିସ୍ତାନୀ ମହିଳା ବି ମାରପିଟ୍‌ରେ କିଛି କମ୍ ନାହାନ୍ତି । ଏ କଥା ସୋସିଆଲ୍ ମିଡିଆରେ ଘୁରିବୁଲିଥିବା ଏକ ଭିଡିଓ ପ୍ରମାଣିତ କରିଛି । ପାକିସ୍ତାନ ଅଧିକୃତ ପଂଜାବ ବିଧାନସଭାରୁ ଏକ ପଲିଟିକାଲ୍ ଡ୍ରାମା ଭିଡିଓ ବହୁଳ ମାତ୍ରାରେ ଚର୍ଚ୍ଚା ସାଉଣ୍ଟିଛି । ପାକିସ୍ତାନ ଅଧିକୃତ…

[ଦେଖନ୍ତୁ ଭିଡିଓ] ବଜାର ମଝିରେ ବୁଲେଟରେ ନିଆଁ ଲାଗି ଶକ୍ତିଶାଳୀ ବିସ୍ଫୋରଣ

ନୂଆଦିଲ୍ଲୀ: ବେଶ କିଛିଦିନ ଧରି ସୋସିଆଲ୍ ମିଡିଆରେ ଇଲେକ୍ଟ୍ରିକ୍ ଗାଡିରେ ନିଆଁ ଲାଗିବା ଘଟଣା ଚର୍ଚ୍ଚା ସାଉଣ୍ଟିଥିଲା । ହେଲେ ନିକଟରେ ଗୋଟିଏ ରୟାଲ ଏନ୍‌ଫିଲ୍ଡ ଗାଡିରେ (ବୁଲେଟ୍‌) ନିଆଁ ଲାଗି ବିସ୍ଫୋରଣ ଘଟିବା ଅନେକଙ୍କୁ ତାଜୁବ୍ କରିଛି । ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାରେ ବୁଲେଟ୍…

[ଦେଖନ୍ତୁ ଭିଡିଓ] ଶୋଷରେ ଛଟପଟ ହେଉଥିଲା ମାଙ୍କଡ, ଆଉ ତା ପରେ…

ଭୁବନେଶ୍ୱର: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସମଗ୍ର ଦେଶବାସୀଙ୍କୁ ଛଟପଟ କଲାଣି । ମଣିଷଙ୍କ କଥା ଛାଡନ୍ତୁ ପଶୁପକ୍ଷୀ ବି ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି । ଏପରି ସ୍ଥିତିରେ କିଛି ଲୋକେ ଘର ବାହାରେ ପାଣି କୁଣ୍ଡ ରଖି ଜୀବଜନ୍ତୁଙ୍କୁ ଉତ୍ତପ୍ତ ପରିବେଶରୁ ରକ୍ଷା କରିବାକୁ ଚେଷ୍ଟା…

[ଦେଖନ୍ତୁ ଭିଡିଓ] ମାନିଲେ ସତ, ନମାନିଲେ ମିଛ: ଦୁଇଦୁଇଥର ମୃତ୍ୟୁମୁଖରୁ ବର୍ତ୍ତିଲା ନାବାଳକ

ଭୁବନେଶ୍ୱର: ମାତ୍ର କେଇ ସେକେଣ୍ଡର ଘଟଣା । ଜଣେ ନାବାଳକ ଦୁଇଦୁଇଥର ମୃତ୍ୟୁକୁ ମାତ୍ ଦେଇଥିଲା । ଜଣେ ୮ ବର୍ଷୀୟ ନାବାଳକ ସାଇକଲ ଚଳାଉଥିବା ସମୟରେ ପ୍ରଥମେ ଜଣେ ବାଇକ ଆରୋହୀଙ୍କ ସହ ଧକ୍କା ଖାଇଥିଲା । ପରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଏକ ବସ ଚକା ତଳେ ଚାପି ହେବା ପୂର୍ବରୁ ଅଲ୍ପକେ…

[ଭିଡିଓ] ଚଳନ୍ତା ଗାଡି, ସ୍କୁଲ୍ ଛାତ୍ରୀ ବିଅର ପିଉଛନ୍ତି ଧାଡିକିଧାଡି

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଏକାଧିକ ଅଳ୍ପ ବୟସ୍କା ଝିଅମାନେ ସ୍କୁଲ୍ ଡ୍ରେସରେ ନଜର ଆସିଛନ୍ତି । ହେଲେ ସବୁଠୁ ଚକିତକର ଘଟଣା ହେଉଛି ସ୍କୁଲ ବସରେ ୟୁନିଫର୍ମ ପିନ୍ଧା ଏହି ଝିଅମାନେ ବିଅର ପିଇବାର ଭିଡିଓ ସୋସିଆଲ୍ ମିଡିଆରେ…

[ଭିଡିଓ] ଅଦ୍ଭୁତ ଉଦ୍ଭାବନ: କାଠରେ ପ୍ରସ୍ତୁତ ଟ୍ରେଡମିଲ୍‌, ଦେବାକୁ ପଡିବନି ବିଦ୍ୟୁତ୍ ବିଲ୍

ଭୁବନେଶ୍ୱର: ଫିଟନେସ୍ ସରଂଜାମ ଭାବେ ଟ୍ରେଡମିଲ୍ ବିଷୟରେ କିଏ ବା ନଜାଣେ । କମ୍ ଦାମ୍ ଓ ସ୍ୱଳ୍ପ ରକ୍ଷଣାବେକ୍ଷଣ ଯୋଗୁଁ ପ୍ରତ୍ୟେକ ଜିମ୍ନାସିୟମ୍ ଓ ଘରେଘରେ ଆଜିକାଲି ଟ୍ରେଡମିଲ୍ ଦେଖିବାକୁ ମିଳୁଛି । ତେବେ ନିକଟରେ ଭାରତର ଜଣେ ବ୍ୟକ୍ତି ଏକ ଇକୋ-ଫ୍ରେଣ୍ଡଲି ଟ୍ରେଡମିଲ୍ ନିର୍ମାଣ କରି…

[ଭିଡିଓ] ବିବାହ ଭୋଜିରେ ବିନା ନିମନ୍ତ୍ରଣରେ ପହଂଚିଥିଲେ ଛୁଆ ସହ ମାଆ ଭାଲୁ

ଭୁବନେଶ୍ୱର: ଜନବସତି ଇଲାକାରେ ବନ୍ୟଜନ୍ତୁ ଦେଖାଯିବା ଆଜିକାଲି କିଛି ନୂଆକଥା ନୁହେଁ । ହ୍ରାସ ପାଉଥିବା ସବୁଜିମା ଓ ବଢିଚାଲିଥିବା କଂକ୍ରିଟ୍ ଜଙ୍ଗଲ ପାଇଁ ସହରମୁହାଁ ହେଉଛନ୍ତି ଜଙ୍ଗଲି ପଶୁ । ନିକଟରେ ଏକ ବିବାହ ଭୋଜିରେ ଗୋଟିଏ ମାଆ ଭାଲୁ ନିଜ ଛୁଆଙ୍କ ସହ ଘୁରିବୁଲିବା ଭଳି ଭିଡିଓ ସୋସିଆଲ୍…