ପୁରୀ : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ଏହି ଅବସରରେ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ କରି କୃଷିଭିତ୍ତିକ ପର୍ବ ନୂଆଖାଇ ପାଇଁ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସେ ପଶ୍ଚିମ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି। ଆରାଧ୍ୟ ଦେବୀ ମା ସମଲେଇଙ୍କ ପ୍ରତିକୃତି ମଧ୍ୟ ଏହି ଆନିମେସନ ସ୍ଥାନ ପାଇଛି । ଏହି ସ୍ୟ।।ଣ୍ଡ ଆର୍ଟଟି ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ। ବିଭିନ୍ନ ମହଲରୁ ସୁଦାମଙ୍କୁ ଶୁଭେଚ୍ଛା ମିଳିଛି।
BREAKING NEWS
- ରାସ୍ତାକଡ଼ ଚା’ ଦୋକାନ ଉପରେ ମାଡିଗଲା ଟ୍ରକ୍; ୩ ମୃତ
- ଛତୁଆ ଖାଇ ୨ ଶିଶୁକନ୍ୟାଙ୍କ ମୃତ୍ୟୁ !
- ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କ୍ଲିନଚିଟ୍ ମିଳିନି; ମିଥ୍ଯା ପ୍ରଚାର କରାଯାଉଛି: ଆଇନଜୀବୀ
- ୨୬ରେ ଶପଥ ନେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
- ଋଷିକୁଲ୍ୟା ମୁହାଣରେ ଦ୍ୱିତୀୟ ପର୍ଯ୍ୟାୟ ସମୂହ ଅଣ୍ଡାଦାନ
- ଡିଲ୍ ସ୍ବରୂପ ବିଜେପିକୁ ୨୦ ଲୋକସଭା ଆସନ ଦେଇଥିଲା ବିଜେଡି: ଭକ୍ତ ଦାସ
- ମାଓ ଡମ୍ପ ଉଦ୍ଧାର, ବିପୁଳ ପରିମାଣର ବିସ୍ଫୋରକ ଜବତ
- ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ
- ଭାଙ୍ଗୁଛି ମାଓଗଡ; ୨୨ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
- ଗ୍ରାଉଣ୍ଡରେ ଦୌଡ଼ି ଗିରଫ ହେଲେ କୋହଲିଙ୍କ ଫ୍ୟାନ
Comments are closed.