ଗୋଆ: ଫୁଟବଲ ସ୍ପୋର୍ଟ୍ସ ଡେଭଲେପମେଂଟ ଲିମିଟେଡ ସୋମବାର ହିରୋ ଇଣ୍ଡିଆ ସୁପର ଲିଗ୍ର ପ୍ରଥମ ୧୧ ରାଉଣ୍ଡ କାର୍ଯ୍ୟସୂଚୀ ଘୋଷିତ କରିଛି । ୧୯ ନଭେମ୍ବରରେ ମୋହନବାଗାନ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ଗୋଆର ବିଭିନ୍ନ ଷ୍ଟାଡିୟମରେ ଖେଳାଯିବ । ଏହି ପର୍ଯ୍ୟାୟ ସମାପ୍ତ ହେବା ପରେ ଡିସେମ୍ବରରେ ବାକି ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରାଯିବ । ଓଡିଶା ଏଫସି ୨୪ ନଭେମ୍ବରରେ ବେଙ୍ଗାଲୁର ଏଫସି ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।
ଓଡିଶା ଏଫସି କାର୍ଯ୍ୟସୂଚୀ:
୨୪ ନଭେମ୍ବର:ବନାମ ବେଙ୍ଗାଲୁର ଏଫସି (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦), ୩୦ ନଭେମ୍ବର: ବନାମ ଇଷ୍ଟବେଙ୍ଗଲ (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦), ୫ ଡିସେମ୍ବର: ବନାମ କେରଳ ବ୍ଲାଷ୍ଟର୍ସ (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦), ୧୦ ଡିସେମ୍ବର:ବନାମ ନର୍ଥଇଷ୍ଟ ୟୁନାଇଟେଡ (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦), ୧୪ ଡିସେମ୍ବର:ବନାମ ଜାମସେଦପୁର ଏଫସି (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦), ୧୮ ଡିସେମ୍ବର: ବନାମ ଚେନ୍ନିୟାନ ଏଫସି (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦),୨୪ ଡିସେମ୍ବର: ବନାମ ଏଫସି ଗୋଆ (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦),୨୮ ଡିସେମ୍ବର:ବନାମ ହାଇଦ୍ରାବାଦ ଏଫସି (ବାମ୍ବୋଲିମ, ସନ୍ଧ୍ୟା ୭ଟା୩୦),୩ ଜାନୁୟାରୀ: ବନାମ ମୁମ୍ବାଇ ସିଟି ଏଫସି (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦),୮ ଜାନୁୟାରୀ :ବନାମ ଏଟିକେ ମୋହନ ବାଗାନ (ଫାଟୋର୍ଡା, ସନ୍ଧ୍ୟା ୭ଟା୩୦)
BREAKING NEWS
- ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…
- Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ
- କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
- ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍
- Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- ଫେରୁଛି ‘ସୁପର୍ ସିକ୍ସ’ ରୋମାଞ୍ଚ: ୨୪ ବର୍ଷ ପରେ ଆଫ୍ରିକା ମାଟିରେ ଖେଳାଯିବ କ୍ରିକେଟ୍ ବିଶ୍ୱକପ୍, ଦେଖିବାକୁ ମିଳିବ ନୂଆ ଅନ୍ଦାଜ
- ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା: ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି
- ରାମ ଗୋପାଳ ବର୍ମା ଏବଂ ଉର୍ମିଳା ଗୁପ୍ତ ଭାବରେ ମନ୍ଦିରରେ କରିଥିଲେ ବିବାହ! କାହିଁକି ପଡିଲା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ?
- ଚାଉଳ ଗାଡ଼ିରେ ଚାଲିଥିବା ଗଞ୍ଜେଇ ଚାଲାଣକୁ ଧରିଲା ଏସଟିଏଫ୍, ଜଣେ ଅଭିଯୁକ୍ତ ଗିରଫ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା:ପ୍ରଧାନଶିକ୍ଷକ ନିଲମ୍ବିତ
Comments are closed.