Latest Odisha News

BREAKING NEWS

ଭାଲେଣ୍ଟାଇନ୍ସ ଡେରେ ପ୍ରେକ୍ଷାଳୟକୁ ଆସିବ ‘ଲାଲ୍‌ ସିଂ ଚଢା’

ନୂଆଦିଲ୍ଲୀ: ଅମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଲାଲ ସିଂ ଚଢାର ନୂଆ ରିଲିଜ ଡେଟ୍‌ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ର ୨୦୨୨ ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍‌ ଫେବୃଆରୀ ୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର ୨୫ ରେ ଖ୍ରୀଷ୍ଟମାସ ମୁକ୍ତିଲାଭ କରିବାର ଯୋଜନା ଥିଲା। ସଦ୍ୟ ରିପୋର୍ଟ ଅନୁଯାୟୀ ଅମୀର ଖାନ ପ୍ରଡକ୍ସନ୍ସ ଘୋଷଣା କରିଛନ୍ତି ଯେ ଲାଲ ସିଂ ଚଢାର ରିଲିଜ ଡେଟ୍‌ ଆସନ୍ତା ବର୍ଷ ଭାଲେଣ୍ଟାଇନ୍ସ ଡେକୁ ଘୁଞ୍ଚାଇ ଦିଆଯାଇଛି।

Leave A Reply

Your email address will not be published.