Latest Odisha News

ଆର୍ୟନଙ୍କ ଗିରଫ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ସୁହାନା

ନୂଆଦିଲ୍ଲୀ: ଅକ୍ଟୋବର ୩, ୨୦୨୧ରେ ଏକ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯାଇଥିଲା।

BjdElectrycity

ତେବେ ଏହି ମାମଲାରେ ଶାହାରୁଖ୍‌ଙ୍କୁ ବଲିଉଡ୍‌ର ଷ୍ଟାର୍‌ ସମର୍ଥନ ମଧ୍ୟ ମିଳିଥିବା ଦେଖିବାକୁ ମିଳିଛି। ବଲିଉଡ୍‌ ଷ୍ଟାର୍‌ ହ୍ରିତିକ୍‌ ମଧ୍ୟ ଏହି କଠିନ ସମୟରେ ଆର୍ଯ୍ୟନ ଖାନଙ୍କୁ ଏକ ଲମ୍ବା ଖୋଲା ଚିଠି ଲେଖିଥିଲେ। ତେବେ ହ୍ରିତିକ୍‌ଙ୍କ ଏହି ଚିଠିକୁ ଶାହାରୁଖ୍‌ଙ୍କ ଝିଅ ତଥା ଆର୍ୟନଙ୍କ ଭଉଣୀ ସୁହାନା ମଧ୍ୟ ଲାଇକ୍‌ କରିଥିଲେ।

ସୁହାନା ହ୍ରିତିକଙ୍କ ପୋଷ୍ଟକୁ ଲାଇକ୍‌ କରିବା ସହ ସମଗ୍ର ବିବାଦକୁ ନେଇ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଥିଲେ।

ଏହି ସମୟରେ, ଆର୍ୟନଙ୍କ  ଏବଂ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ଅକ୍ଟୋବର ୮ ରେ ୧୪ ଦିନଆ ରିମାଣ୍ଡରେ ନିଆଯାଇଛି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.