ଆଜି ଅନନ୍ୟାଙ୍କୁ ପୁଣି ଜେରା କରିବ ଏନ୍ସିବି
ମୁମ୍ବାଇ:ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ତୃତୀୟ ପର୍ଯ୍ୟାୟ ଜେରା ପାଇଁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ସୋମବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡକାଯାଇଛି। ଶୁକ୍ରବାର ଦିନ ଅନନ୍ୟାଙ୍କୁ ଚାରି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।
ଗତ ଗୁରୁବାର ଦିନ ବଲିଉଡ…