Latest Odisha News

BREAKING NEWS

୧୬ରୁ ଟିକା ‌ନ ନେଇଥିଲେ ଅଫିସ୍‌କୁ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ କରୋନା ଟିକା ନେଇନଥିବା କୌଣସି କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି। ନୂତନ ଆଦେଶ ଅନୁଯାୟୀ ଟିକା ନେଇନଥିଲେ ୧୬ ଅକ୍ଟୋବରରୁ ଅଫିସରେ ପଶିପାରିବେ ନାହିଁ।

ଯେଉଁମାନେ ଟିକା ନେଇନାହାନ୍ତି ଶିକ୍ଷକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ପାଇଁ “ଅନ୍‌ ଲିଭ୍‌” ବ୍ୟବହାର କରାଯିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

ଯେଉଁ କର୍ମଚାରୀମାନେ ଅକ୍ଟୋବର ୧୫ ସୁଦ୍ଧା ଟିକାକରଣ କରନ୍ତି ନାହିଁ ସେମାନେ ନିଜ ନିଜ କାର୍ଯ୍ୟାଳୟ / ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ / ଶିକ୍ଷାନୁଷ୍ଠାନରେ ପ୍ରବେଶ କରିପାରିବେ ନାହିଁ ବୋଲି ଏଥିରେ କୁହାଯାଇଛି।

Comments are closed.