Latest Odisha News

BREAKING NEWS

ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ପାଇଁ ପୂଜା ମଣ୍ଡପରେ ପହଞ୍ଚିଲେ କାଜୋଲ

ମୁମ୍ବାଇ : ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରୀ ପାଇଁ ମାୟାନଗରୀ ମୁମ୍ବାଇ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ଆଜି ପବିତ୍ର ମହାନବମୀରେ ବଲିଉଡ୍ ବିୟୁଟି କାଜୋଲ ମଧ୍ୟ ନିଜ ପରିବାର ସହ ଆଜି ନବରାତ୍ରୀ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । କାଜୋଲ ମୁମ୍ବାଇର ଏକ ପୂଜା ମଣ୍ଡପକୁ ମା ଦୁର୍ଗାଙ୍କ ଦର୍ଶନ ପାଇଁ ଯାଇଥିଲେ।ସାଥିରେ କାଜୋଲଙ୍କ ମା ତୁନଜା ଓ ଭଉଣୀ ତନିସା ମଧ୍ୟ ଥିଲେ । କାଜୋଲ ଟ୍ରାଡିସନାଲ ଲୁକରେ ଦୁର୍ଗାପୂଜା ମଣ୍ଡପରେ ନଜର ଆସିଥିଲେ। ବହୁ ସମୟ ଧରି କାଜୋଲ ମାଙ୍କ ଆରାଧନା କରିଥିଲେ।

Leave A Reply

Your email address will not be published.