ବଲାଙ୍ଗିର : ବଲାଙ୍ଗିର ପୋଲିସକୁ ସଫଳତା । ରାସ୍ତା ଲିଟିଲ ଫ୍ଲାୱାର ସ୍କୁଲ ନିକଟରୁ ବାଇକ ସହ ଏକ ବସ୍ତାରେ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବଲାଙ୍ଗିର ପୋଲିସ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଜଣେ ମାଫିଆକୁ ଗିରଫ କରିଛି । ଦୀର୍ଘ ଦିନରୁ ବଲାଙ୍ଗୀର ଧୁମଭାଟାର ଯୁଗ ମେହେର ନାମକ ଜଣେ ଗଞ୍ଜେଇ ମାଫିଆ ବୌଦ୍ଧ ଅଞ୍ଚଳରୁ ଗଞ୍ଜେଇ ଆଣି ବଲାଙ୍ଗିର ସହର ଓ ଆଖପାଖ ଅଞ୍ଚଳକୁ ଚାଲାଣ କରୁଥିବା ନେଇ ପୋଲିସ ପାଖରେ ଖବର ରହିଥିଲା । ତେବେ ଆଜି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାର ମଣ୍ଡୁ ନାମକ ଜଣେ ଗଞ୍ଜେଇ ମାଫିଆ ଏକ ବସ୍ତାରେ ଯୁଗ ମେହେରକୁ ଗଞ୍ଜେଇ ଦେଇଥିଲା । ଗଞ୍ଜେଇକୁ ଯୁଗ ମେହେର ବାଇକରେ ନେଇ ଯାଉଥିବା ବେଳେ, ପୋଲିସ ତାକୁ କାବୁ କରିଥିଲା । ଜବତ ହୋଇଥିବା ଗଞ୍ଜେଇର ପରିମାଣ ଜଣାପଡିନଥିବା ବେଳେ, ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ଅନୁମାନ କରାଯାଉଛି ।
BREAKING NEWS
- Serious allegations against SCB Medical:ମେଡିକାଲ ବିରୋଧରେ ସାଂଘାତିକ ଅଭିଯୋଗ;ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା !
- Mangaluru Blast at MRPL: ରିଫାଇନାରୀ ଅଘଟଣରେ ଜଣେ ମୃତ, ୯ ଆହତ
- Jail or Hotel ? ଜନ ଆସନ୍ତୋଷ ପରେ ବୁଲିଲା ବୁଲଡୋଜର
- ନିର୍ବାଚନରେ ପୁଣି ବ୍ୟାଲଟ୍ ପେପର ଫେରାଇ ଆଣିବାକୁ ଇଣ୍ଡିଆ ମେଣ୍ଟ ବୈଠକରେ ଖର୍ଗେଙ୍କ ଦାବି
- ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ସୁହାଉଛି ଓଡ଼ିଶା ଜଳବାୟୁ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ
- ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ଚାରି ଯୁବକ; ଚାକିରି ନାଁରେ ସେନାରେ ଜବରଦସ୍ତି ଭର୍ତ୍ତି କରାଇଦେବା ଅଭିଯୋଗ
- ଖରାପ କୋଲେଷ୍ଟେରଲ୍ ବ୍ୟତୀତ ଏହି ୬କାରଣ ହାର୍ଟ ପାାଇଁ ବିପଦ
- J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ

Comments are closed.