Latest Odisha News

୨୦୨୨ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ଅଖିଳେଶ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ୨୦୨୨ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆଜମଗଡର ସାଂସଦ ଅଖିଳେଶଙ୍କ ଏହି ନିଷ୍ପତି ଅନ୍ୟ ଦଳଗୁଡିକୁ ଚିନ୍ତାରେ ପକାଇଛି । ବିଜେପ ସମେତ ଅନ୍ୟ ଦଳଗୁଡିକ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏସପି ଓ ଆରଏଲଡି ମଧ୍ୟରେ ୨୦୨୨ ନିର୍ବାଚନ ପାଇଁ ମେଂଟ ହୋଇଛି ।

ସୂଚନାଯୋଗ୍ୟ, ଜିନ୍ନାଙ୍କୁ ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ପଟେଲଙ୍କ ସହ ତୁଳନା କରିବା ନେଇ ସେ ବିବାଦରେ ଫସିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥିନେଇ ଅଖିଳେଶଙ୍କୁ କ୍ଷମା ମାଗିବା ପାଇଁ କହିଛନ୍ତି ।

Comments are closed.