କଳାହାଣ୍ଡି : ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପୁଣି ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ମହାଲିଙ୍ଗ ଦୋକାନୀ ବିବେକ ଅଗ୍ରୱାଲଙ୍କ ବୟାନ ରେକର୍ଡ କଲା ପୋଲିସ। ମମିତାଙ୍କୁ ହତ୍ୟା କରିବା ପୂର୍ବରୁ ଟାୟାର ମଗାଇଥିଲା ଗୋବିନ୍ଦ। ବିବେକ ଅଗ୍ରୱାଲଙ୍କୁ ଫୋନ୍ କରି ଦୁଇଟି ଟାୟାର ମଗାଇଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ଗୋବିନ୍ଦ ନିର୍ଦ୍ଦେଶକ୍ରମେ ଡ୍ରାଇଭର ରାଧେଶ୍ୟାମ ଯାଇ ଟାୟାର ଆଣିଥିଲା । ପୁରୁଣା ଟାୟାରକୁ ମମିତା ମେହେରକୁ ପୋଡିବାରେ ବ୍ୟବହାର କରାଯାଇଥିଲା । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
BREAKING NEWS
- Explosion: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ; ନାବାଳକ ସମେତ ୬ ଜଣ ଗୁରୁତର
- No Transit Fee On India In Hormuz Strait: ହରମୁଜ୍ ପ୍ରଣାଳୀରେ ନାହିଁ ଭାରତୀୟ ଜାହାଜ ଉପରେ କୌଣସି ଅତିରିକ୍ତ ଟିକସ…
- Fire Safety Mandatory for All Government Building: ଏଣିକି ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ
- ଲଞ୍ଚ ହେଲା INS ଅରିଧମନ, ସମୁଦ୍ରରେ ଶତ୍ରୁଙ୍କୁ କରିବ ଧ୍ୱଂସ
- New Horror Thriller Film: ୧୨୦ ମିନିଟର ଏକ ହରର-ଥ୍ରୀଲର ଏହି ଫିଲ୍ମ, ଥରି ଉଠିବ ଛାତି…
- ଅବକାରୀ ବିଭାଗର ନୂଆ ଗାଇଡଲାଇନ; ବେଳାଭୂମିରେ ମଦ ବିକିପାରିବ ଓଟିଡିସି..
- LPG ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
Comments are closed.