Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-ପୋଲିସ ମୁହାଁମୁହିଁ ଝଗଡ଼ା, ଭାଇରାଲ୍ ହେଲା ଭିଡ଼ିଓ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କିଛି ପୋଲିସ ଅଧିକାରୀଙ୍କ ସହିତ ପାଟିତୁଣ୍ଡ ହେବାର ଏକ ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ମିଳିଥିବା ସୂଚନାନୁଯାୟୀ, ବୁର୍ଲ୍ଲାର ଏମସିଏଲ ହେଲିପ୍ୟାଡ଼ରେ ଧର୍ମେନ୍ଦ୍ର ପ୍ରଧାନ ଓହ୍ଲାଇବାପରେ କିଛି ପୋଲିସ ଅଫିସର ତାଙ୍କ ହେଲିକପ୍ଟରଟିକୁ ଯାଞ୍ଚ କରିବାକୁ ଚାହିଁଥିଲେ । ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା ଏବଂ ଏହାର ଭିଡ଼ିଓ କ୍ଲିପଟି ଏବେ ସୋସିଆଲ ମିଡ଼ିଆରେ ଘୁରିବୁଲିବାରେ ଲାଗିଛି ।

Leave A Reply

Your email address will not be published.