Latest Odisha News

BREAKING NEWS

Browsing

Video

ବକେୟା ଦରମାକୁ ନେଇ ସ୍ମୃତି ଇରାନୀଙ୍କ ନିକଟରେ ଅଭିଯୋଗ କଲେ ଶିକ୍ଷକ, ତା’ପରେ…

ଲକ୍ଷ୍ନୌ: କେନ୍ଦ୍ରମନ୍ତ୍ରୀ ତଥା ଆମେଠି ସାଂସଦ ସ୍ମୃତି ଇରାନୀ ନିକଟରେ ତାଙ୍କ ସଂସଦୀୟ କ୍ଷେତ୍ର ଗସ୍ତ କରିଥିଲେ। ଏହି ସମୟରେ ବକେୟା ଦରମା ପାଇନଥିବା କହି ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ତାଙ୍କ ସମସ୍ୟା କହିଥିଲେ। ଏହାପରେ ତୁରନ୍ତ ପଦକ୍ଷେପ ନେଇଛନ୍ତି ପୂର୍ବତନ କେନ୍ଦ୍ରଶିକ୍ଷାମନ୍ତ୍ରୀ ତଥା…

ଏମପିରେ ବିଜେପିକୁ ଜିତାଇ ନ ଦେବା ପାଇଁ କଂଗ୍ରେସର ପ୍ଲାନ ଏବିସିଡି !

ଭୁବନେଶ୍ୱର: ରାତି ପାହିଲେ ଭୋଟ ଗଣତି। ଏମପିରେ ପ୍ରସ୍ତୁତି ଜୋରଦାର ଚାଲିଛି। ସେପଟେ ଉଭୟ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଜିତିବା ଦାବି ସହ ସରକାର ଗଢିବାକୁ ପ୍ରସ୍ତୁତ ହେଉଛନ୍ତି। ଏ ଭିତରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ସରକାର…

ବାହାରିଲା କଂଗ୍ରେସର ପୁରୁଣା ରୋଗ,ଫଳ ଆସିନି କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢେଇ ଆରମ୍ଭ !

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ଦ୍ଵିତୀୟଥର ସରକାର ଗଢ଼ିବା ନେଇ ଆକଳନ କରାଯାଉଥିବା ବେଳେ ବିଜେପି ମଧ୍ୟ ସରକାର ଗଢିବାକୁ ଆଶା ରଖିଛି। ଏସବୁ ଭିତରେ କିନ୍ତୁ କଂଗ୍ରେସ ସରକାର ରିପିଟ କରିବା ସମ୍ଭାବନା ଅଧିକ ରହିଛି। ରାତି ପାହିଲେ ଏ ନେଇ ସ୍ପଷ୍ଟ ହୋଇଯିବ। କିନ୍ତୁ ଏ ଭିତରେ ଛତିଶଗଡରେ…

ରାଜସ୍ଥାନରେ କଂଗ୍ରେସ, ବିଜେପିକୁ ଖେଳାଇବ ବିଏସପି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟଗଣତି ପୁର୍ବରୁ ଭିନ୍ନ ଭିନ୍ନ ଆକଳନ ହେଉଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ କିଙ୍ଗ ମେକର ଭୂମିକାରେ ଅବତୀର୍ଣ୍ଣ ହେବକୁ ଛୋଟ ଛୋଟ ଦଳ ମଧ୍ୟ ନିଜର ପ୍ରସ୍ତୁତି କରୁଛନ୍ତି। ବହୁଜନ ସମାଜବାଦୀ…

କଂଗ୍ରେସ ଜିତିଲେ ପାଇବ ଦୁଇ ଲକ୍ଷ, ବିଜେପି ଜିତିଲେ ଅଢେଇ ଲକ୍ଷ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ମତଦାନ ଶେଷ ହୋଇଥିବା ବେଳେ ଆସନ୍ତା ତିନି ତାରିଖରେ ଭୋଟ ଗଣତି ହେବ। ଏକା ସାଙ୍ଗରେ ସମସ୍ତ ରାଜ୍ୟର ଭୋଟ ଗଣତି ହେବ। ଯାହାକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଆକ୍ଷେପପ୍ରତିଆକ୍ଷେପର ପର୍ବ ତୀଵ୍ର ହେବାରେ ଲାଗିଛି। ଏହି କ୍ରମରେ…

ଏମପିରେ ଆଗୁଆ ପୋଷ୍ଟାଲ ଭୋଟ ଗଣି ଫସିଗଲା ପ୍ରଶାସନ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆଗୁଆ ପୋଷ୍ଟାଲ ଵାଲଟ ଖୋଲିବା ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏମପିର ଵାଲାଘାଟରେ ଘଟିଥିବା ଏହି ଘଟଣାକୁ ନେଇ ରାଜନୀତି ତୀଵ୍ର ହେବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଏହି ଘଟଣା ପାଇଁ ଏସଡିଏମ ଗୋପାଳ ସୋନିଙ୍କୁ ନିଲମ୍ବିତ କରାଯାଇଛି।…

କଂଗ୍ରେସକୁ ସରକାର କରାଇ ନ ଦେବାକୁ ଏମପିରେ ବିଜେପିର ପ୍ଲାନ ‘ବି’!

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ଭୋଟ ଗଣତି ସହ ଫଳାଫଳ ଆସିବାକୁ ଆଉ ମାତ୍ର ମଝିରେ ତିନି ଦିନ ବାକି ରହିଛି। ଯାହାକୁ ନେଇ ନିର୍ବାଚନ କମିଶନଙ୍କ ସମେତ ବିଭିନ୍ନ ଦଳଗୁଡିକ ପ୍ରସ୍ତୁତ ହେଉଛନ୍ତି। ସେପଟେ ଫଳାଫଳ ଆସିବା ପରେ ସୃଷ୍ଟି ହେବାକୁ ଥିବା ସ୍ଥିତିକୁ ନେଇ ପ୍ରମୁଖ ରାଜନୈତିକ ଦଳ…

କେସିଆରଙ୍କୁ ଫସାଇଦେଲା କଂଗ୍ରେସ ଗ୍ୟାରେଣ୍ଟି, ରାହୁଲଙ୍କ ଉପରେ ରାଗିଲେ କବିତା !

ଭୁବନେଶ୍ୱର: ରାତି ପାହିଲେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ପ୍ରଚାର ଶେଷ ହେବା ପରେ ବିଭିନ୍ନ ରାଜନୈତିକ ଦଳ ପାର୍ଟି କ୍ୟାଡ଼ର ମାନଙ୍କୁ ଆକ୍ଟିଭ କରୁଛନ୍ତି। ସେପଟେ ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବୟାନବାଜି ତୀଵ୍ର ହେବାରେ ଲାଗିଛି। ତେଲେଙ୍ଗାନାରେ ଶାସକ…

ସମସ୍ତେ ଏବେ ନବୀନ ଓଡ଼ିଶାର ସାରଥୀ !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ଓ ଓଡ଼ିଶାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଅଛି। କିନ୍ତୁ ତା ପୂର୍ବରୁ ଓଡ଼ିଶାରେ ନିର୍ବାଚନ ବାତାବରଣ ସରଗରମ ହେବା ଆରମ୍ଭ ହେଲାଣି। ବିଜେଡି ଠାରୁ ଆରମ୍ଭ କରି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ନିଜ ନିଜର ରାଜନୈତିକ…

ଲୋକସଭାରେ ଲଢ଼ିବା ପାଇଁ ଏନଡିଏରେ ଲାଗିଲାଣି ଯୁଦ୍ଧ !

ଭୁବନେଶ୍ୱର: ମହାରାଷ୍ଟ୍ରର ଶାସକ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ଥିବାବେଳେ ସିନ୍ଦେ, ବିଜେପି, ଅଜିତ ସରକାରରେ ନିଜ ନିଜ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି।…