Latest Odisha News

BREAKING NEWS

‘ଚଣ୍ଡିଗଡ଼ କରେ ଆଶିକୀ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆୟୁଷ୍ମାନ ଖୁରାନା ଏବଂ ବାନି କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଚଣ୍ଡିଗଡ଼ କରେ ଆଶିକୀ’ର ଟ୍ରେଲର ଆଜି ଅର୍ଥାତ୍‌ ନଭେମ୍ବର ୮ ରେ ମୁକ୍ତିଲାଭ କରିଛି।

ଆୟୁଷ୍ମାନ ଏବଂ ବାନି ଟ୍ରେଲରଟି ଭରପୁର ରୋମାନ୍ସରେ ଭରି ରହିଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର। ‘ଚଣ୍ଡିଗଡ଼ କରେ ଆଶିକୀ’ ଡିସେମ୍ବର ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Comments are closed.