Latest Odisha News

୧୦ରେ ମୁକ୍ତିଲାଭ କରିବ ରବୀନାଙ୍କ ପ୍ରଥମ ୱେବ୍ ସିରିଜ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ୍ ପ୍ରତମ ୱେବ୍ ସିରିଜ୍ ‘ଅରଣ୍ୟକ’ରେ ଡିସେମ୍ବର ୧୦ରେ ମୁକ୍ତିଲାଭ କରିବ। ଏଥିରେ ରବୀନା ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି।

ଏହି ୱେବ୍‌ ସିରିଜ ଜରିଆରେ ରବୀନା ପ୍ରଥମ ଥର ପାଇଁ ଓଟିଟିରେ ପାଦ ଦେଇଛନ୍ତି। ଏହା ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ଏହା ଏକ ରହସ୍ୟମୟ କାହାଣୀ। ସିରିଜ’ର ଟିଜର ମଙ୍ଗଳବାର ଅର୍ଥାତ୍‌ ଆଜି ରିଲିଜ୍ ହୋଇଛି।

Comments are closed.