Latest Odisha News

BREAKING NEWS

Browsing Tag

web series

ବିସ୍କୁଟ୍ କିଙ୍ଗ ରାଜନ ପିଲ୍ଲାଇଙ୍କ ଉପରେ ନିର୍ମିତ ହେବ ହିନ୍ଦୀ ୱେବ ସିରିଜ୍

ମୁମ୍ବାଇ: ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ପୃଥିବୀରାଜ ସୁକୁମାରନ୍ । ୨୦୦୨ରେ ଅଭିନୟ ଦୁନିଆରେ ପାଦ ଥାପିବା ପରେ ଏହି ଅଭିନେତା ଲୁସିଫର୍ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଆଗାମୀ ଦିନରେ ପୃଥିବୀରାଜ ବିସ୍କୁଟ୍ କିଙ୍ଗ ରାଜନଙ୍କ ଉପରେ ଏକ ହିନ୍ଦୀ ୱେବ ସିରିଜ୍ ନିର୍ମାଣ…

୧୦ରେ ମୁକ୍ତିଲାଭ କରିବ ରବୀନାଙ୍କ ପ୍ରଥମ ୱେବ୍ ସିରିଜ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ୍ ପ୍ରତମ ୱେବ୍ ସିରିଜ୍ 'ଅରଣ୍ୟକ'ରେ ଡିସେମ୍ବର ୧୦ରେ ମୁକ୍ତିଲାଭ କରିବ। ଏଥିରେ ରବୀନା ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ୱେବ୍‌ ସିରିଜ ଜରିଆରେ ରବୀନା ପ୍ରଥମ ଥର ପାଇଁ ଓଟିଟିରେ ପାଦ ଦେଇଛନ୍ତି। ଏହା ନେଟଫ୍ଲିକ୍ସରେ…

“ବ୍ରେକ୍ ପଏଣ୍ଟ” ଦୁନିଆ ଜାଣିବ ଦୁଇ ଟେନିସ୍ ତାରକାଙ୍କ ଅଜଣା କାହାଣୀ

ମୁମ୍ବାଇ: ଖୁବଶୀଘ୍ର ଦୁଇ ଟେନିସ୍ ଷ୍ଟାର ଲିଆଣ୍ଡର୍ ପେସ୍ ଓ ମହେଶ ଭୂପତିଙ୍କ ଅଜଣା କାହାଣୀ ସାରା ବିଶ୍ୱ ଜାଣିବ । ରିଲିଜ୍ ଅପେକ୍ଷାରେ ରହିଛି ୱେବ୍ ସିରିଜ୍ ବ୍ରେକ୍ ପଏଣ୍ଟ । ୱେବ୍ ସିରିଜ୍‌ର ରିଲିଜ ତାରିଖ ଘୋଷଣା ହୋଇନଥିଲେ ବି ନିକଟରେ ଏହାର ନୂଆ ପୋଷ୍ଟର ସାମ୍ନାକୁ ଆସିଛି । ପ୍ରଥମ…

‘ଦ ଫ୍ୟାମିଲି ମ୍ୟାନ୍‌ ୨’ରେ ବ୍ୟାନ୍‌ ଲଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ନିକଟରେ ଦ ଫ୍ୟାମିଲି ମ୍ୟାନ୍‌ ସିଜିନ୍‌ ୨ର ଟ୍ରେଲର୍‌ ରିଲିଜ ହୋଇଛି। ଟ୍ରେଲର୍‌ ରିଲିଜ ହେବାର ଏଇ କିଛି ଦିନ ଭିତରେ ଏହାକୁ ଝଡ ସୃଷ୍ଟି ହୋଇଛି। ବହୁ ପ୍ରତିକ୍ଷୀତ ୱେବ୍‌ ସିରିଜ୍‌ ତଥା ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀଙ୍କ ଅଭିନୀତ 'ଦ ଫ୍ୟାମିଲି ମ୍ୟାନ୍‌ ୨'ରେ…

‘ଦି ଫ୍ୟାମିଲି ମ୍ୟାନ୍ ୨’ ଟ୍ରେଲର୍‌ ରିଲିଜ

ମୁମ୍ବାଇ: ମନୋଜ ବାଜପେୟୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବହୁ ପ୍ରତିକ୍ଷୀତ ମନୋଜ ବାଜପେୟୀଙ୍କ ୱେବ୍‌ ସିରିଜ୍‌ 'ଦି ଫ୍ୟାମିଲି ମ୍ୟାନ୍ ୨' ଟ୍ରେଲର୍‌ ଆଜି ରିଲିଜ ହୋଇଛି। ଏହାକୁ ନେଇ ଦର୍ଶକ ବେଶ୍‌ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଆସନ୍ତା ଜୁନ୍ ୪ ରେ ଆମାଜନ ପ୍ରାଇମ ଭିଡିଓରେ…

ଖୁବ୍‌ ଶୀଘ୍ର ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିବେ ଅଭିନେତା ଅକ୍ଷୟ ଖାନ୍ନା

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ ଖାନ୍ନା ଏବଂ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଏକାଠି ବିଜୟ ଗୁଟେଙ୍କ ଆଗାମୀ ୱେବ୍‌ ସିରିଜ 'ଲିଗାସି'ରେ ଦେଖିବାକୁ ମିଳିବ। ଏହି ଯୋଡିଙ୍କୁ ପୂର୍ବରୁ ୨୦୦୩ରେ ମୁକ୍ତିଲାଭ କରିଥିବା ଫିଲ୍ମ LOC: କାର୍ଗିଲରେ ଦେଖିବାକୁ ମିଳିଥିଲା। ଲିଗାସି ୱେବ୍‌ ସିରିଜ…

‘ତାଣ୍ଡବ’କୁ ନେଇ ଆମାଜନ୍‌ ପ୍ରାଇମ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୋଲିସର ଜେରା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୋଲିସ ମଙ୍ଗଳବାର ଦିନ ଆମାଜନର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରାୟ ଚାରି ଘଣ୍ଟା ଧରି ପଚରାଉଚରା କରିଛି ଯେ ପ୍ରାଇମ ଭିଡିଓରେ ଏହାର ଏକ ରାଜନୈତିକ ଡ୍ରାମା ଧାର୍ମିକ ଭାବନାକୁ ଆଘାତ ଦେଇଛି ଏବଂ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି।…

ଏହି ଦିନ ରିଲିଜ କରିବ ସିରିଜ୍‌ ‘ବମ୍ବେ ବେଗମ୍‌ସ’

ନୂଆଦିଲ୍ଲୀ: ମାର୍ଚ୍ଚ ୮ରେ ନେଟଫ୍ଲିକ୍ସ ସିରିଜ୍ ବମ୍ବେ ବେଗମ୍ ରିଲିଜ୍ ହେବାକୁ ପ୍ରସ୍ତୁତ ହେଇସାରିଛି। 'ବମ୍ବେ ବେଗମ୍‌ସ' ମୁମ୍ବାଇର ପ୍ରାୟ ପାଞ୍ଚଜଣ ମହିଳାଙ୍କ କାହାଣୀକୁ ନେଇ ଗତିଶୀଳ। ଯେଉଁମାନେ "ଅଭିଳାଷ, ଇଚ୍ଛା, ଶକ୍ତି ଏବଂ ଦୁର୍ବଳତା ପାଇଁ ସଂଗ୍ରାମ" ସହିତ ଅଙ୍ଗାଙ୍ଗୀ ଜଡ଼ିତ।…

ଫେବ୍ରୁଆରୀରେ ରିଲିଜ ହେବନି ‘ଦ ଫ୍ୟାମିଲି ମ୍ୟାନ୍ ସିଜିନ୍ ୨’

ନୂଆଦିଲ୍ଲୀ: ଆମାଜନ୍ ପ୍ରାଇମ୍ ଭିଡିଓର ସବୁଠାରୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ସିରିଜ୍ 'ଫ୍ୟାମିଲି ମ୍ୟାନ୍'ର ପ୍ରଶଂସକଙ୍କ ପାଇଁ ଏକ ବ୍ୟାଡ୍‌ ନ୍ୟୁଜ୍‌। ୧୨ ଫେବୃଆରୀରେ 'ଫ୍ୟାମିଲି ମ୍ୟାନ୍ ସିଜନ୍ ୨' ରିଲିଜକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଆଉ…

ୱେବ୍ ସିରିଜ୍ ‘ତାଣ୍ଡବ’ ନିର୍ମାତାଙ୍କ ବିରୋଧରେ ଏଫ୍‌ଆଇଆର୍‌

ଲକ୍ଷ୍ନ‌ୌ: ୱେବ୍ ସିରିଜ୍ 'ତାଣ୍ଡବ' ନିର୍ମାତାଙ୍କ ବିରୋଧରେ ଏଫ୍ଆଇଆର୍‌ ଦାଖଲ କରାଯାଇଛି। ୱେବ୍ ସିରିଜ୍ 'ତାଣ୍ଡବ' ଦେଖିବା ପରେ ହିନ୍ଦୁ ଦେବା ଦେବୀଙ୍କୁ ଏଥିରେ ପରିହାସ କରାଯାଇଥିବା ଅଭିଯୋଗ ହୋଇଛି। ସେପଟେ ବିଜେପି ସାଂସଦ ମନୋଜ କୋଟାକ୍ ରବିବାର କହିଛନ୍ତି ଯେ ସେ ସୂଚନା ଏବଂ ପ୍ରସାରଣ…