ନୂଆଦିଲ୍ଲୀ: କରୋନା ମହାମାରୀର ନୂତନ ଭ୍ୟାରିଆଂଟର ନାମ ଓମିକ୍ରନ ରଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଏହି ନାମକରଣକୁ ନେଇ ଏବେ ବିବାଦ ଉପୁଜିଛି । ନୂତନ ଭ୍ୟାରିଆଂଟର ନାମ ଏନୟୁ କିମ୍ବା ଏକ୍ସଆଇରୁ ଆରମ୍ଭ ହୋଇଥାନ୍ତା । ଅଥଚ ୟୁ ଏହାକୁ ଡେଇଁ ଓମିକ୍ରନ କାହିଁକି ଦେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚୀନ ରାଷ୍ଟ୍ରପତିଙ୍କ ନାମ ଏକ୍ସଆଇରୁ ଆରମ୍ଭ ହୋଇଥିବାରୁ ଝାମେଲାରେ ନ ପଡିବା ପାଇଁ ହୁ ଏହି ପଦକ୍ଷେପ ଗ୍ରହଣ କରିଛି ନା ପରୋକ୍ଷରେ ଚୀନ ଏବଂ ଏହାର ରାଷ୍ଟ୍ରପତିଙ୍କୁ ଭୟ କରୁଛି ।
ହାଭାର୍ଡ ମେଡିକାଲ ସ୍କୁଲର ଭେଷଜ ପ୍ରଫେସର ମାର୍ଟିନ କୁଲଡ୍ରୋଫ ଏ ନେଇ ଟୁଇଟରରେ ତାଙ୍କ ମତ ରଖିଛନ୍ତି । ଏହାକୁ ନୁ ଭ୍ୟାରିଆଂଟ ବୋଲି ଲେଖା ଯାଇ ପାରିଥାନ୍ତା ଅଥଚ ହୁ ଏକ୍ସଆଇ ନାମକୁ ଏଡାଇବାକୁ ଚାହୁଁଥିଲା । ତେବେ ଏହାର ପ୍ରକୃତ କାରଣ ନେଇ ହୁ ପକ୍ଷରୁ ସ୍ପଷ୍ଟୀକରଣ ଆସି ନାହିଁ ।
BREAKING NEWS
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- କମାଣ୍ଡର ଚେଲ୍ଲୁରି ନାରାୟଣ ରାଓଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ ,ମୁଣ୍ଡରେ ଥିଲା ୨୫ଲକ୍ଷ
Comments are closed.