Latest Odisha News

ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ସୁପରଭାଇଜର, ଲାଞ୍ଚ ନେବା ବେଳେ ଧରାପଡିଲେ

ସମ୍ବଲପୁର : ପୁଣି ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ସୁପରଭାଇଜର । ଅଙ୍ଗନୱାଡି ସୁପରଭାଇରଜ ଜଣେ ଅଙ୍ଗନୱାଡି କର୍ମୀଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅଙ୍ଗନବାଡି ସୁପରଭାଇଜର ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଜୟନ୍ତପୁର ସେକ୍ଟର ଅଙ୍ଗନୱାଡିସୁପରଭାଇଜର ସୁଲୋଚନା ଅର୍କ ।

ହିତାଧିକାରୀଙ୍କ ପାଇଁ ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ମଞ୍ଜୁର କରିବା ପାଇଁ ଅଙ୍ଗନୱାଡି କର୍ମୀଙ୍କୁ ସେ ୧୩,୫୦୦ ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅନ୍ୟପଟେ ଭିଜିଲାନ୍ସ ଟମ୍ ସୁପରଭାଇଜରଙ୍କୁ ଅଟକ ରଖି ରଖି ପଚରା ଉଚରା ଜାରି ରଖିଛି ।

Leave A Reply

Your email address will not be published.