Latest Odisha News

BREAKING NEWS

ଏପ୍ରିଲ୍ ୨୭କୁ ଘୁଞ୍ଚିଲା ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର : ସ୍ୱତନ୍ତ୍ର ପ୍ରାଧୀକୃତ ଅଦାଲତ ବୁଧବାର ଦିନ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଏପ୍ରିଲ୍ ୨୭ ତାରିଖକୁ ଘୁଞ୍ଚାଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ କେସ୍ ଡାଏରୀ ଓ ପୋଲିସ ପକ୍ଷରୁ ଇଞ୍ଜୁରୀ ରିପୋର୍ଟ ମିଳିନଥିବାରୁ ଅଦାଲତ ଏହି ଶୁଣାଣିକୁ ଘୁଞ୍ଚାଇଥିବା ନେଇ ଜଣାପଡିଛି ।

ଅଧିକ ପଢନ୍ତୁ: ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ,୫ ଆହତ

Leave A Reply

Your email address will not be published.