Latest Odisha News

BREAKING NEWS

Browsing Tag

pradeep maharathy

ମହାରଥୀଙ୍କ ପାଇଁ ବିଧାନସଭାରେ ଶୋକପ୍ରସ୍ତାବ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଧାନସଭାରେ ଆଗତ ହେଲା ଶୋକପ୍ରସ୍ତାବ । ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକପ୍ରସ୍ତାବ ଆଣିଛନ୍ତି । ଏହାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସମର୍ଥନ କରିଛନ୍ତି । ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ…

ଲୋକଙ୍କ ନେତା ଥିଲେ ମହାରଥୀ: ନବୀନ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରାଥୀ ଆଉ ନାହାନ୍ତି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟୁଇଟ୍ କରି କହିଛନ୍ତି, ପ୍ରକୃତରେ ସାଧାରଣ ଲୋକଙ୍କ ନେତା ଥିଲେ ମହାରଥୀ । ବିଜେଡିର ଜଣେ ଟାଣୁଆ ନେତାଙ୍କୁ ଆଜି ଦଳ ହରାଇଛି । ପ୍ରଦୀପ…

ଛାତ୍ର ଜୀବନରୁ ରାଜନୀତି, ସାତ ଥର ବିଧାୟକ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଜଣେ ଟାଣୁଆ ନେତା ପ୍ରଦୀପ ମହାରଥୀ । ୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲା ପିପିଲିର ଖୋରାପଡ଼ାରେ ଜନ୍ମଗ୍ରହଣ କରିଥିଲେ । ବାପା ସ୍ୱର୍ଗତଃ ଗୋକୁଳାନନ୍ଦ ମହାନ୍ତିଙ୍କ ସୁପୁତ୍ର ପ୍ରଦୀପ ମହାରଥୀ ପୁରୀ ଏସସିଏସ୍ କଲେଜରେ ଛାତ୍ର  ଜୀବନରୁ ରାଜନୀତିରେ…

ପରଲୋକରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ୬୬ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ।…

ଭେଣ୍ଟିଲେଟରରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲିଛି ଚିକିତ୍ସା । ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଡାକ୍ତରୀ ଟିମ୍…

ବିଧାୟକ ପ୍ରଦୀପ ମହାରଥୀ କୋଭିଡ ପଜିଟିଭ୍‌

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଏ ନେଇ ସେ ସୋସିଆଲ ମିଡିଆରେ ନିଜେ ଟ୍ୱିଟ କରିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏବେ ଜଣଙ୍କ ପରେ ଜଣେ ବିଧାୟକ କରୋନା…

ବିଜେଡି ନେତା ପ୍ରଦୀପ ମହାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର : ପିପିଲି ବିଧାୟକ ତଥା ବିଜେଡି ନେତା ପ୍ରଦୀପ ମହାରଥୀ ଫ୍ଲାଇଂ ସ୍କ୍ୱାଡଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବାବେଳେ ଶନିବାର ଦିନ ସ୍ୱତନ୍ତ୍ର ପ୍ରାଧିକୃତ ଅଦାଲତ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏଥିସହିତ ଅଦାଲତ ତାଙ୍କୁ ୫୦ ହଜାର ଟଙ୍କା ଜୋରିମାନା ସହ ଜାମିନ…

ଏପ୍ରିଲ୍ ୨୭କୁ ଘୁଞ୍ଚିଲା ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର : ସ୍ୱତନ୍ତ୍ର ପ୍ରାଧୀକୃତ ଅଦାଲତ ବୁଧବାର ଦିନ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଏପ୍ରିଲ୍ ୨୭ ତାରିଖକୁ ଘୁଞ୍ଚାଇଛନ୍ତି । ମିଳିଥିବା ସୂଚନାନୁଯାୟୀ କେସ୍ ଡାଏରୀ ଓ ପୋଲିସ ପକ୍ଷରୁ ଇଞ୍ଜୁରୀ ରିପୋର୍ଟ ମିଳିନଥିବାରୁ ଅଦାଲତ ଏହି…

ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ,୫ ଆହତ

ପିପିଲି : ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମହାଉସରେ ଯାଞ୍ଚବେଳେ ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାଡ୍ ଓ ଜଣେ ମାଜିଷ୍ଟ୍ରେଟଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଶ୍ରୀଯୁକ୍ତ ମହାରଥୀ ଓ ତାଙ୍କ ସମର୍ଥକମାନେ ଏହି ଯାଞ୍ଚକାରୀ…

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ରବିବାର ଦିନ ନୈତିକତା ଦୃଷ୍ଟିରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି । ପିପିଲି ଗଣଦୁଷ୍କର୍ମ ମାମଲା ତଥା ହତ୍ୟା ଘଟଣାରେ ଅଭିଯୁକ୍ତ ଦୁଇ ଭାଇ ଦୋଷମୁକ୍ତ ହୋଇ ବାହାରିବାରେ…