Latest Odisha News

BREAKING NEWS

କଟକ: ପେଟ୍ରୋଲ ପମ୍ପରୁ ଜବତ ହେଲା ୭ ଲକ୍ଷ ୪୦ ହଜାର ଟଙ୍କା

କଟକ: କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଖଇରାପୋଲ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡର଼୍ ପକ୍ଷରୁ ଚଢଉ କରାଯାଇ ପ୍ରାୟ ୭ ଲକ୍ଷ ୪୦ ହଜାର ଟଙ୍କା ଜବତ ହୋଇଛି ।

କୌଣସି ସୂତ୍ରରୁ ଖବରପାଇ, ଫ୍ଲାଇଂ ସ୍କ୍ୱାଡର଼୍ ପେଟ୍ରୋଲ ପମ୍ପର ଅଫିସ ଉପରେ ଚଢଉ କରିଥିଲେ, ତେବେ ଏହି ପେଟ୍ରୋଲ ପମ୍ପଟି ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ପରିବାରର ସଦସ୍ୟଙ୍କର ବୋଲି ସୂଚନା ମିଳିଛି ।

ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କ କହିବାନୁଯାୟୀ ଏହି ଟଙ୍କାଗୁଡ଼ିକ ପମ୍ପରେ ବିକ୍ରି ହୋଇଥିବା ତେଲ ବିକ୍ରି ଅର୍ଥ, ମାତ୍ର ଏତେ ପରିମାଣର ଟଙ୍କା ପ୍ରକୃତରେ କେଉଁଠୁ ଆସିଲା ତାହାର ତଦନ୍ତ ପୋଲିସ କରୁଛି ।

Leave A Reply

Your email address will not be published.