ପୁରୀ : ରବିବାର ଶ୍ରୀମନ୍ଦିରରେ ବକୁଳ ଅମାବାସ୍ୟା ନୀତି ପାଳିତ ହେବ । ରୀତି ନୀତି ଅନୁସାରେ ମହାପ୍ରଭୁଙ୍କ ଠାରେ ଲାଗିହେବ ବଉଳ । ବଉଳ ପଡି ତିଆରି କରାଯାଇଥିବା ଗଇଁଠା ପିଠା ମହାପ୍ରଭୁଙ୍କ ଠାରେ ଅର୍ପଣ କରାଯିବ । ବଉଳ ଗଇଁଠା ଲାଗି ହେବ ମହାପ୍ରଭୁଙ୍କ ନିକଟରେ ଏବଂ ମହାପ୍ରଭୁଙ୍କୁ ଲାଗି ହେବ ରତ୍ନ ଚିତା । ଏନେଇ ପୂଜାପଣ୍ଡା , ପତିମହାପାତ୍ର ଠାକୁରଙ୍କୁ ବନ୍ଦାପନା କରିବା ନୀତି ରହିଛି ।
BREAKING NEWS
- ହାର୍ଦ୍ଦିକ, ରୋହିତଙ୍କୁ ଫିଟନେସ ଟେଷ୍ଟ ପ୍ରମାଣିତ କରିବାକୁ କହିଲା ବିସିସିଆଇ
- ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ଭାରତୀୟ କ୍ୟାମ୍ପରେ ସାମିଲ ହେଲେ ଆକ୍ୱିବ ନବୀ
- ସାଇରାଜ ବାହୁଟୁଲେ ଭାରତୀୟ କ୍ରିକେଟ୍ ଦଳର ନୂଆ ସ୍ପିନ୍ ପ୍ରଶିକ୍ଷକ
- ଭାରତରେ ଶିଶୁ ମୃତ୍ୟୁ ହାରରେ ସୁଧାର, ଏବେବି ଏହି ରାଜ୍ୟ ସବୁଠାରୁ ଚିନ୍ତାଜନକ ସ୍ଥିତିରେ ରହିଛି
- CBSE ମାମଲାରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ବିଦା କଲେ
- ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ୧୨ ଟଙ୍କାକୁ ବୃଦ୍ଧି, ୩୫,୦୦୦ ପିଲା ପାଇବେ…
- ନେପାଳ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ଦେଲା ଭାରତ, ତୃତୀୟ ଦେଶର ଭୂମିକାକୁ କଲା ଅସ୍ୱୀକାର
- ବୈଭବଙ୍କ ଉପରେ ଷ୍ଟଡି କରିବ ଆଇଆଇଏମ ଇନ୍ଦୋର
- Tigress Jinnat:ବନ୍ୟଜୀବ ପ୍ରେମୀଙ୍କ ପାଇଁ ଖୁସି ଖବର;ମା’ ହେଲା ବାଘୁଣୀ ‘ଜିନ୍ନତ’
- ଓଡ଼ିଶାକୁ ‘PM Surya Ghar Excellence Awards’; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
Comments are closed.