Latest Odisha News

BREAKING NEWS

ରାଜଧାନୀକୁ ପୁଣି ଫେରିବ ଲକ୍‌ଡାଉନ୍‌!

ନୂଆଦିଲ୍ଲୀ: ସମଗ୍ର  ବିଶ୍ବରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି। ଦେଶରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଲାଣି। ରାଜଧାନୀ ଦିଲ୍ଲୀରେ ରେକର୍ଡ ସଂଖ୍ୟାରେ ବାହାରୁଛି ଆକ୍ରାନ୍ତଙ୍କ ସଂଖ୍ୟା।

ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ସହିତ ଏକ ବୈଠକ ପରେ ଦିଲ୍ଲୀ ସରକାର ରାଜଧାନୀରେ ସପ୍ତାହିକ କର୍ଫ୍ୟୁ ଲାଗୁ କରିଛନ୍ତି। ଦିଲ୍ଲୀରେ ବଢୁଥିବା ମାମଲାକୁ ଦେଖି ୱିକେଣ୍ଡ୍‌ କର୍ଫ୍ୟୁ ପରେ ଏବେ ରାଜଧାନୀକୁ ଲକଡାଉନ୍ ପୁଣି ଥରେ ଫେରିବା ନେଇ ଆଶଙ୍କା କରାଯାଉଛି।

Comments are closed.