ନୂଆଦିଲ୍ଲୀ: ଦେଶରେ ବଢିଚାଲିିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପିଛି। ସେଥିରୁ ୧,୧୯୯ ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ୨୭ ଟି ରାଜ୍ୟକୁ ମାଡିଗଲାଣି ମାରାତ୍ମକ ଓମିକ୍ରନ୍।
ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୭.୭୪ ପ୍ରତିଶତ ଛୁଇଁଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୪.୫୪ ପ୍ରତିଶତ ରହିଛି।
Comments are closed.