Latest Odisha News

BREAKING NEWS

Browsing Tag

Omicron

ଓମିକ୍ରନ୍ ଷ୍ଟ୍ରେନ ପରେ ୟୁରୋପରେ ଶେଷ ହେବ ପାନଡେମିକ୍

ନୂଆଦିଲ୍ଲୀ : ସାରା ବିଶ୍ବକୁ ଡରାଇଲାଣି ଭାଇରସ ଓମିକ୍ରନ୍ । ନୂଆ ଭାରିଆଣ୍ଟ ପ୍ରଭାବରେ ଆକ୍ରାନ୍ତ ହେଲେଣି ହଜାର ହଜାର ଲୋକେ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ଏବେ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଲାଣି । ଏଭଳି ସ୍ଥିତିରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦେଇଛି ଆଶ୍ବସ୍ତିକର…

ଓମିକ୍ରନ୍‌ ବିରୁଦ୍ଧରେ ଆଂଶିକ ପ୍ରଭାବଶାଳୀ ଚତୁର୍ଥ ଡୋଜ

ନୂଆଦିଲ୍ଲୀ: ଇସ୍ରାଏଲ୍ ହସ୍ପିଟାଲ୍‌ର ଏକ ରିପୋର୍ଟର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କରୋନା ଟିକାର ଚତୁର୍ଥ ଡୋଜ୍‌ ଓମିକ୍ରନ୍ ଭାରିଆଣ୍ଟ ବିରୁଦ୍ଧରେ ଆଂଶିକ ପ୍ରଭାବଶାଳୀ। ‌ ସେବା ହସ୍ପିଟାଲ ଗତ ମାସରେ ୨୭୦ ରୁ ଅଧିକ ମେଡିକାଲ କର୍ମଚାରୀଙ୍କୁ ଚତୁର୍ଥ ଟିକା ଦେବା ଆରମ୍ଭ କରିଥିଲା।…

କମିବନି କରୋନା ପ୍ରକୋପ; ରୂପ ବଦଳାଇବ ଓମିକ୍ରନ୍‌!

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ରୋଗର ବୃଦ୍ଧି ଏବଂ ଓମିକ୍ରନ୍ ବିସ୍ତାର ପରେ ବୈଜ୍ଞାନିକମାନେ କହିଛନ୍ତି ଯେ ଓମିକ୍ରନ୍ ର କ୍ଷୀପ୍ର ବିସ୍ତାର ହେଉଛି ଏକ ସଙ୍କେତ ଯାହା ଭବିଷ୍ୟତରେ କରୋନାର ନୂତନ ପ୍ରକାର ଉତ୍ପନ୍ନ ହୋଇପାରେ। ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ ଦ୍ରୁତ ଗତିରେ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୨ ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ଟେକିଲା ଓମିକ୍ରନ ସଂକ୍ରମଣ । ଆଜି ପୁଣି ଚିହ୍ନଟ ହୋଇଛନ୍ତି ଆଉ ୩୨ ଓମିକ୍ରନ୍ତ ଆକ୍ରାନ୍ତ ସଂଖ୍ୟା । ଏନେଇ ସୂଚନା ଦେଇଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍‌ ସାଇନ୍‌ସେସ୍ । ଆଜିର ନୂଆ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ୨୦୨କୁ…

ଓମିକ୍ରନ୍‌ ବିରୁଦ୍ଧରେ ଜେ ଆଣ୍ଡ୍‌ ଜେ ବୁଷ୍ଟର ଡୋଜ ୮୫% ପ୍ରଭାବଶାଳୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ମେଡିକାଲ ରିସର୍ଚ୍ଚ କାଉନସିଲ୍ (SAMRC) ର ମୁଖ୍ୟ ଶୁକ୍ରବାର ଦିନ ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି ହେବାରୁ ସୁରକ୍ଷା ଦେବାରେ ଜେ ଆଣ୍ଡ୍‌ ଜେ କୋଭିଡ୍‌ ଟିକାର ବୁଷ୍ଟର୍ ସଟ୍ ୮୫% ପ୍ରଭାବଶାଳୀ ବୋଲି ସେ କହିଛନ୍ତି। ସେ କହିଛନ୍ତି,…

କୋଭାକ୍ସିନ୍‌ ବୁଷ୍ଟର ଡୋଜ୍‌ ଓମିକ୍ରନ୍‌ ବିରୁଦ୍ଧରେ ୯୦% ପ୍ରଭାବଶାଳୀ

ନୂଆଦିଲ୍ଲୀ: କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକ୍ କହିଛି ଯେ କୋଭାକ୍ସିନ୍‌ର ବୁଷ୍ଟର୍ ଡୋଜ୍ ଉଭୟ ଓମିକ୍ରନ୍ (B.1.529) ଏବଂ ଡେଲଟା (B.1.617.2) ବିରୁଦ୍ଧରେ ଆଣ୍ଟିବଡି ପ୍ରତିକ୍ରିୟା ସୃଷ୍ଟି କରିଛି। ତଥ୍ୟ ଅନୁଯାୟୀ କୋଭାକ୍ସିନ୍‌ ବୁଷ୍ଟର ଡୋଜ ଡେଲଟା ବିରୁଦ୍ଧରେ ୧୦୦%…

ଆମେରିକା ଓ ବ୍ରିଟେନରେ ହ୍ରାସ ପାଇବ ଓମିକ୍ରନ୍ ମାମଲା

ନୂଆଦିଲ୍ଲୀ: ସାରା ବିଶ୍ବରେ ଓମିକ୍ରନ୍‌ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ହୋଇଛି। ବୈଜ୍ଞାନିକମାନେ ଏ ନେଇ ଚେତାବନୀ ଦେଇଛନ୍ତି। ବ୍ରିଟେନ ଏବଂ ଆମେରିକାରେ ସଂକ୍ରମଣ ଯେତିକି ବେଗରେ ମାଡୁଛି ସେତିକି ବେଗରେ ଏହା ତଳକୁ ଖସିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ଭୂତାଣୁ ପ୍ରଥମେ…

ରାଜ୍ୟରେ ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ । ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ୬ ଜଣ ଓମିକ୍ରନ ସଂକ୍ରମିତ ହେଉଛନ୍ତି ବିଦେଶ ଫେରନ୍ତା । ସେମାନଙ୍କ ମଧ୍ୟରୁ ୩ ଜଣ ଦକ୍ଷିଣ ଆଫ୍ରିକା ଫେରିଥିବା ବେଳେ, ନରୱେ, କତାର ଓ…

ଦେଶରେ ୩,୦୭୧ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନାର ମାରାତ୍ମକ ଭୂତାଣୁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖା ଏବେ ୩,୦୭୧ରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭୂତାଣୁ ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି।  ଏହି ଭୂତାଣୁ ଦେଶର ୨୭ ଟି ରାଜ୍ୟକୁ ବ୍ୟାପିସାରିଲାଣି।…

ଚଳିତ ମାସ ଶେଷ ସୁଦ୍ଧା ୪ ରୁ ୮ ଲକ୍ଷରେ ପହଞ୍ଚିପାରେ ଦୈନିକ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ମାସ ଶେଷ ସୁଦ୍ଧା ଏହା ଶିଖରରେ ପହଞ୍ଚିବ। ଆଇଆଇଟି କାନପୁରର ପ୍ରଫେସର ମହେନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ ଏହି ପିକ୍‌ ସମୟରେ ଦେଶରେ ପ୍ରତିଦିନ ୪ ରୁ ୮ ଲକ୍ଷ ମାମଲା ଦେଖିବାକୁ ମିଳିପାରେ। କେବଳ ଏତିକି…