Latest Odisha News

କରୋନାରେ ଅନାଥ ହୋଇଛନ୍ତି ପ୍ରାୟ ୧ ଲକ୍ଷ ଶିଶୁ

ନୂଆଦିଲ୍ଲୀ: ବିଶ୍ବର ସର୍ବାଧିକ କରୋନାଭାଇରସ୍ ମୃତ୍ୟୁ ହାର ଥିବା ପେରୁରେ ପ୍ରାୟ ୧୦୦,୦୦୦ ପିଲା କରୋନାରେ ନିଜ ପିତାମାତାଙ୍କୁ ହରାଇଥିବା ରିପୋର୍ଟ ହୋଇଛି।

“ଦୁର୍ଭାଗ୍ୟବଶତଃ ଆମ ଦେଶରେ ପ୍ରାୟ ୯୮,୦୦୦ ପିଲା ଅଛନ୍ତି, ଯେଉଁମାନେ ମହାମାରୀ ସମୟରେ ସେମାନଙ୍କ ପିତା, ମାତା କିମ୍ବା ଅଭିଭାବକଙ୍କୁ ହରାଇଛନ୍ତି” ପେରୁ ସରକାର ଦର୍ଶାଇ କହିଛନ୍ତି।

ସରକାରୀ ଆକଳନ ଅନୁଯାୟୀ ପ୍ରତି ମିଲିୟନରେ ୬,୦୦୦ ରୁ ଅଧିକ ପେରୁବାସୀ ଏହି ରୋଗରେ ପ୍ରାଣ ହରାଇଛନ୍ତି।

Comments are closed.