ଝାରସୁଗୁଡ଼ା : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳଡିଆଁ ପର୍ବ । ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଭାଇ ବିହାରୀ ଚନ୍ଦ୍ର ବିଶ୍ୱାଳ । ତାଙ୍କ ପୁତ୍ର ବଧୂ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ବେହେରାମାଲ ବିଜେପି କାର୍ଯ୍ୟାଳୟରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ସମ୍ପାଦକ ଟଙ୍ଖଧର ତ୍ରୀପାଠୀଙ୍କ ଉପସ୍ଥିତିରେ ସେ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି । ସେ ବିଜେପିରେ ମିଶିବେ ବୋଲି ଆଗରୁ ଘୋଷଣା କରିଥିଲେ । ହେଲେ ଆଜି ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
BREAKING NEWS
- ବିଦ୍ୟୁତ ସଂଯୋଗ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ
- Gold Rate: ସୁନା ଦରରେ ଲାଗିଲା ବ୍ରେକ୍, ଜାଣନ୍ତୁ ଆଜି କେତେ ରହିଛି..
- India-US trade deal ପଛରେ ପିଏମ୍ ମୋଦିଙ୍କ ଆତ୍ମବିଶ୍ୱାସ, କହିଲେ, “ସବୁ କିଛି କରିପାରେ…”
- US On India Russian oil Purchase: ରଷିଆ ତେଲ ଉପରେ ଅତିରିକ୍ତ ୨୫% ହ୍ରାସ କରିବ ଆମେରିକା, ନିଶ୍ଚିତ କଲା ହ୍ୱାଇଟ୍ ହାଉସ୍…
- Stock Market: India US Trade Deal ପ୍ରଭାବ…ଉପରକୁ ଉଠିଲା ସେୟାର ବଜାର… ନିଫ୍ଟି ୨୫,୮୦୦ ଅତିକ୍ରମ କଲା
- Dhurandhar Part 2: ଖୁବଶୀଘ୍ର ଆସୁଛି ଧୁରନ୍ଧର ୨, ସାମ୍ନାକୁ ଆସିଲା ପ୍ରଥମ ପୋଷ୍ଟର, ରିଭେଞ୍ଜ ଲୁକରେ ରଣବୀର ସିଂହ…
- India-US trade deal: ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶ ପାଇଁ ଝଟକା…ଜାଣନ୍ତୁ ଭାରତ ତୁଳନାରେ କେତେ ଶୁଳ୍କ ଦେବେ ସେମାନେ…
- ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଏକ ପେଡ୍ ମା କେ ନାମ୍’ ଅଭିଯାନ ଇହୁଦୀ ପର୍ବ ସହିତ ପାଳିତ, ଲଗାଗଲା ୩୦୦ ଗଛ
- ‘ମୁଁ ଆପଣଙ୍କର ପରାମର୍ଶଦାତା ନୁହେଁ’, ରାହୁଲଙ୍କୁ କାହିଁକି ଏମିତି କହିଲେ ଲୋକସଭା ବାଚସ୍ପତି…
- ଆମ ସର୍ତ୍ତ ପୂରଣ କଲେ ପୋଲିସ ଆଗରେ ଆତ୍ମସମର୍ପଣ କରିବୁ, ଓଡ଼ିଶା ସରକାର ଓ ଗୃହ ବିଭାଗକୁ ଚିଠି ଲେଖିଲେ..
Comments are closed.