ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ନୂଆ ଗାଇଡ ଲାଇନ ଜାରି କଲା ବିଏମସି । ଗୃହ ସଙ୍ଗୋରୋଧ ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି । ଯାହାଠାରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହେଉଛି ଘରେ ରହିବା ପାଇଁ ବିଏମସି ପରାମର୍ଶ ଦେଇଛି । ଯେଉଁମାନେ ଘରେ ଆଇସୋଲେସନରେ ରହୁଛନ୍ତି ସିଙ୍ଗଲ ଟଇଲେଟ ବ୍ୟବହାର କରନ୍ତୁ । ଯଦି ଅକ୍ସିଜେନ ଲେବୁଲ କମୁଛି ତେବେ ବିଏମସି ହେଲପ ଲାଇନ ନମ୍ବର ୧୯୨୯କୁ କଲ କରନ୍ତୁ । ଲକ୍ଷଣ କମ ଥିବା ବ୍ୟକ୍ତି ମାନେ ହୋମ କ୍ୱାରେଟାଇନରେ ରୁହନ୍ତୁ । ଯଦି ଅବସ୍ଥା ଗୁରୁତର ହେଉଛି ତେବେ ତୁରନ୍ତ ହସ୍ପିଟାଲ ଯାଆନ୍ତୁ ବୋଲି ବିଏମସି କହିଛି ।
BREAKING NEWS
- CBI Arrest:ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ଇନକମ ଟ୍ୟାକ୍ସ ଅଫିସର
- Iranian attack on Kuwait Airport:ଇରାନ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ; ଭାରତ ଦୃଢ଼ ନିନ୍ଦା କରିବା ସହ କଲା ବଡ଼ ଅପିଲ୍
- ନକଲି ବିଦେଶୀ ମଦ ତିଆରି ୟୁନିଟ ଉପରେ ଚଢାଉ;୨ ଗିରଫ
- ସୂର୍ଯ୍ୟକୁମାରଙ୍କ ବଦଳରେ କିଏ ହେବ ଟିମ ଇଣ୍ଡିଆର ଟି୨୦ ଅଧିନାୟକ
- E-Hundi System For Puri:ଶ୍ରୀମନ୍ଦିରରେ ଇ-ହୁଣ୍ଡି ବ୍ୟବସ୍ଥା ହେବ କାର୍ଯ୍ୟକାରୀ; ଶ୍ରଦ୍ଧାଳୁ ସହଜରେ କରିପାରିବେ ଦାନ
- ମନ୍ଦିରକୁ ଚୋରି କରିବାକୁ ଯାଇ ଫସିଲା ଚୋର
- ଦିନିକିଆ ସିରିଜ: କୋହଲି, ରୋହିତ ୯ରୁ ଆରମ୍ଭ କରିବେ ଅଭ୍ୟାସ
- ବୈଠକରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ
- ଜୁଲାଇରେ ବିବାହ କରିବେ ଆମିର ଖାନ୍
- ଆହୁରି କଡ଼ା ହେବ ସୀମା ସୁରକ୍ଷା: ରୋବୋଟିକ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ତିଆରି ହେବ ତୋପ ସେଲ୍
Comments are closed.