ଭୁବନେଶ୍ୱର: ପ୍ରଚାର କରି ପାରିବେ ନାହିଁ ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ । ରାଜ୍ୟ ନିର୍ବାଚନ କମିସନ ଲଗାଇଲେ କଟକଣା । ନିର୍ବାଚନ ବିଧି ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିବାକୁ ବାରଣ କରାଯାଇଛି । ଫଳରେ ୪୮ ଘଣ୍ଟା ପାଇଁ ପ୍ରମିଳା କୌଣସି ସ୍ଥାନରେ ପ୍ରଚାର କରିପାରିବେ ନାହିଁ । ଫେବ୍ରୁଆରୀ ୧୪ ଅର୍ଥାତ ସୋମବାର ପୂର୍ବାହ୍ନ ୧୦ଟାରୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ କିମ୍ବା ମିଡ଼ିଆକୁ ଆସିପାରିବେ ନାହିଁ। ସୋସିଆଲ ମିଡିଆରେ ବି କୌଣସି ପୋଷ୍ଟ କରିପାରିବେ ନାହିଁ।
BREAKING NEWS
- ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସପେଣ୍ଡ ହେଲେ ରାୟଗଡ଼ା ପୌରାଧ୍ୟକ୍ଷ ଓ କାଉନସିଲର
- ଛକା ମାରିବାରେ କୋହଲିଙ୍କ ପ୍ରଥମ ପସନ୍ଦ ୪୭ ବର୍ଷୀୟ କ୍ରିସ ଗେଲ
- କଟକରେ ନକଲି ପନିର କାରବାର: ୧୧ ଜଣଙ୍କ ନାମରେ ଏତଲା, ତଦନ୍ତ ଜୋରଦାର
- ସୁପୋଷିତ ଓଡ଼ିଶା ଗଠନ ସରକାରଙ୍କ ଲକ୍ଷ୍ୟ: ଗ୍ରାଜୁଏସନ୍ ସରିଲେ ଝିଅମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା
- ଖୁଚୁରା ମୂଲ୍ୟ ଅପେକ୍ଷା MRP ୧୬% ଅଧିକ, ସୁପ୍ରିମକୋର୍ଟ ପଚାରିଲେ ଔଷଧ ଦରରେ ତାରତମ୍ୟ କାହିଁକି?
- ରେଭେନ୍ସାରେ ପୁଣି ରାଗିଂ ଅଭିଯୋଗ: ଅନ୍ଲାଇନ୍ ଗେମ୍କୁ କେନ୍ଦ୍ର କରି ଜୁନିୟରଙ୍କୁ ହଇରାଣ କଲେ ସିନିୟର ଛାତ୍ର
- ଓଡ଼ିଶାରେ ସ୍କୁଲ ବହି ଛପା ଦୁର୍ନୀତି: ରାଜ୍ୟ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ତଲବ କଲେ ପିଏମ୍ଓ
- ଏସିଆନ୍ ଗେମ୍ସ ୨୦୨୬: ବର୍ଷା ଯୋଗୁଁ କ୍ରିକେଟ୍ କ୍ୱାଟରଫାଇନାଲ୍ ରଦ୍ଦ
- କେନ୍ଦ୍ର ସରକାରଙ୍କ ‘ପ୍ରଗତି ୫୦’ ଯୋଜନାରେ ସାମିଲ ହେଲା ଭୁବନେଶ୍ୱର ଓ ପୁରୀ
- କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ: ରେଳ ଚଳାଚଳ ପ୍ରଭାବିତ, ଏକାଧିକ ଟ୍ରେନ୍ ବାତିଲ୍

Comments are closed.