କୋରାପୁଟ : ହୋଲି ଖେଳ ହେଲା କାଳ । ହୋଲି ଖେଳିସାରି ଗାଧୋଇବା ବେଳେ ଇନ୍ଦ୍ରାବତୀ ନଦୀରେ ଦୁଇ ଯୁବକ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।ଏହି ଦୁଇ ଜଣ ଯୁବକ ହେଉଛନ୍ତି କୋଟପାଡର ଜଗନ୍ନାଥ ମାହାପାତ୍ର ଏବଂ ଅଙ୍କୁଶ ନାୟକ । ଖବର ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଦମକଳ ବିଭାଗ । ଏହି ସମୟରେ ଦୁଇ ଜଣ ଯୁବକଙ୍କ ଉଦ୍ଧାର କରି ଡାକ୍ତରଖାନା ନେବା ପରେ ଡାକ୍ତର ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ।ଏହି ଘଟଣା ପରେ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।
BREAKING NEWS
- `Operation Sindoor` Film: ଖୁବଶୀଘ୍ର ଅପରେସନ୍ ସିନ୍ଦୁର ଫିଲ୍ମ, ବଡ଼ ପରଦାକୁ ଆଣିବେ ବିବେକ ଅଗ୍ନିହୋତ୍ରୀ
- ଆଇପିଏଲ: ଆୟୋଜିତ ହେବନି ଉଦଘାଟନୀ ସମାରୋହ
- ଭାରତକୁ ୟୁରୋପୀୟ ସଂଘର ଝଟକା
- ଆଇପିଏଲ: ଜାତୀୟ ଦଳରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିବେ ଏହି ୫ ଅଧିନାୟକ
- Covid-like lockdown Fact check: କ’ଣ ସତରେ ଲକଡାଉନ୍ ହେବାକୁ ଯାଉଛି? ଏମିତି କ’ଣ କହିଦେଲେ ପ୍ରଧାନମନ୍ତ୍ରୀ ମୋଦି…ବଢ଼ିଗଲା ଚର୍ଚ୍ଚା…
- ଟି୨୦ରେ କେବଳ ଫୋକସ କରିବେ ମ୍ୟାକ୍ସୱେଲ
- ଟ୍ରକ୍ ସହିତ ଧକ୍କା ହେଲା ବସ୍; ଜଳିଗଲେ ୧୩ ଯାତ୍ରୀ
- ନଦୀକୁ ଖସିଲା ଯାତ୍ରୀବାହୀ ବସ୍: ଦୁର୍ଘଟଣାରେ ୨୩ ମୃତ
- Hormuz open for India: ଭାରତ ପାଇଁ ସବୁଜ ପତାକା, ସୁରକ୍ଷିତ ହରମୁଜ୍ ପାର୍ ହେବେ ଇରାନର ଏହି ୫ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର…
- largest Missile Manufacturer: ମିିସାଇଲ ହେଉ କି ପରମାଣୁ, ଧୁରନ୍ଧର ଏହି ଦେଶ…
Comments are closed.