Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଶ୍ରମିକଙ୍କୁ ଆକ୍ରମଣର ପ୍ରତିବାଦ : କାର୍ଯ୍ୟାନୁଷ୍ଠାନ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଭଦ୍ରକ : ଶ୍ରମିକଙ୍କୁ ଆକ୍ରମଣର ପ୍ରତିବାଦ। ଏହ।ର ପ୍ରତିବାଦ କରିବା ସହିତ ରାଜରାସ୍ତାରେ ଟାୟାର ଜାଳି ବସିଛନ୍ତି ଲୋକେ । ଭଦ୍ରକରେ ଘଟିଛି ଘଟଣା। ଭଦ୍ରକ ରାନ୍ଧିଆରେ ଥିବା ବେଦାନ୍ତ ପାୱାର ପ୍ଲାଣ୍ଟର କିଛି ଶ୍ରମିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ବେଦାନ୍ତରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ କିଛି କିଛି ଗୁଣ୍ଡା ଶ୍ରେଣୀର ଲୋକେ ଆକ୍ରମଣ କରିଥିଲେ। ଏନେଇ ଅଭିଯୋଗ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଯାହାର ପ୍ରତିବାଦ କରାଯାଇଥିଲା।

ଏପରିକି ଉତ୍ତ୍ୟକ୍ତ ଲୋକେ ଖୁବଶିଘ୍ର ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି। ଦୋଷୀକୁ ଖୁବଶିଘ୍ର ଗିରଫ କରାନଗଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।

Comments are closed.