ଧର୍ମଗଡ : ଧର୍ମଗଡ ଗୁଣି ଗାରେଡି ସନ୍ଦେହରେ ସମ୍ପର୍କୀୟଙ୍କୁ ହତ୍ୟା ଘଟଣାରେ ଆସିଛି ରାୟ । ବାପା ଓ ୨ ପୁଅଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ଧର୍ମଗଡ଼ ଏଡିଜେ ।
ଶିଶୁପାଳ ବିଶି ଏବଂ ତାଙ୍କ ଦୁଇ ପୁଅ ଦିଗାମ୍ବର ବିଶି ଏବଂ ପର୍ଶୁରାମ ବିଶି ପୁଷପଲଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରାପିଠା ଗାଁରେ ୨୦୧୫ରେ ଗୁଣି ଗାରେଡିକୁ କେନ୍ଦ୍ର କରି ପୁଷବଲ ବିସୀଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଥିଲେ । ଶିଶୁପାଳ ଏବଂ ତାଙ୍କ ଦୁଇ ପୁଅ ମିଶି ପୁଷପଲଙ୍କୁ ହତ୍ୟା କରିଥିଲେ ।
Comments are closed.