Latest Odisha News

BREAKING NEWS

ଜୁନ୍ ୩ୟ ସପ୍ତାହରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ରେଜଲ୍ଟ୍

ଭୁବନେଶ୍ୱର : ଆସନ୍ତା ଜୁନ୍ ୩ୟ ସପ୍ତାହରେ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଷୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ମଙ୍ଗଳବାର ଦିନ ଘୋଷଣା କରାଯାଇଛି ।

ତେବେ ସିଏଚଏସଇ ଅଧିକାରୀଙ୍କ ପକ୍ଷରୁ ଏନେଇ କୌଣସି ତାରିଖ ସ୍ପଷ୍ଟ କରାଯାଇନଥିବା ବେଳେ ଜୁନ୍ ୧୮ରୁ ୨୧ ତାରିଖ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶିତ ହୋଇପାରେ ବୋଲି ସୁତ୍ରରୁ ପ୍ରକାଶ ।

ଗତବର୍ଷ ମେ’ ୨୯ ତାରିଖରେ ଯୁକ୍ତ ୨ ବିଜ୍ଞାନ ଓ ଜୁନ୍ ୯ ତାରିଖରେ କଳା ଏବଂ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.