Latest Odisha News

BREAKING NEWS

ରୁଚିରା କମ୍ବୋଜ ଜାତିସଂଘର ସ୍ଥାୟୀ ପ୍ରତିନିଧି

ନୂଆଦିଲ୍ଲୀ: ବରିଷ୍ଠ କୂଟନୀତିଜ୍ଞ ରୁଚିରା କମ୍ବୋଜ ଜାତି ସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୂପେ ନିଯୁକ୍ତ ହୋଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଙ୍ଗଳବାର ତାଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି ।

୧୯୮୭ ବ୍ୟାଚ ଆଇଏଫଏସ ରୁଚିରା କମ୍ବୋଜ ଏବେ ଭୂଟାନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟରତ ଅଛନ୍ତି । ଖୁବ୍ ଶୀଘ୍ର ସେ ଜାତିସଂଘକୁ ଯିବେ ବୋଲି ଜଣାପଡ଼ିଛି । ସେଠାରେ ଟି.ଏସ ମୂର୍ତ୍ତି ଙ୍କ ପ୍ରତି ବଦଳରେ ରୁଚିରା ନିଯୁକ୍ତ ହେବେ ।

Leave A Reply

Your email address will not be published.